Sukha Re Tha Lo Tu Dukha Re Rahuchi Mun Lyrics

Sukha Re Tha Lo Tu Dukha Re Rahuchi Mun Lyrics
ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 
କାହାର ହବୁନି ତୁ ..
ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 
କାହାର ହବୁନି ତୁ ….
କଥା ଦେଇ ପ୍ରିୟା କଥା ରଖି ଲୁନି
ବାହା ହେଇ ଯିବୁ ଲୋ ତୁ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ବଧୁ ବେସେ ଆଜି ମୁଁ 
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ..
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ….
ଦୁଖଃ ରେ ରହୁଚି ମୁଁ ……..
ତୋ ଛଳନା କୁ ପ୍ରେମ ଭାବୀ ବିସ୍ୱାସ କଲି 
କଲୁ ଲୋ ତୁ ପ୍ରତାରଣା
ନିଜ ଠୁ ନିଜର ତତେ କାହିଁ ଭାବିଲି 
ଦେଲୁ ଲୋ ଖାଲି ଯନ୍ତ୍ରଣା
 
ଯନ୍ତ୍ରଣା ରେ ଛଟ ପଟ ହଉଚି ମନ 
ସହି ପାରୁନି ଲୋ ଜମା 
ବାଧୁଚୀ କହି ଦେବି ମନ ର କଥା 
କହି ପରୁନି ଲୋ ଜମା 
ମୋ ଆଖି ଲୁହ କୁ କଜଳ କରି 
ମୋ ଆଖି ଲୁହ କୁ କଜଳ କରି 
ଲଗେଇ ଦେ ଲୋ ତୁ
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ …
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ …..
ଦୁଖଃ ରେ ରହୁଚି ମୁଁ ………
ସି ସିନ୍ଦୁର ତୋର ଲାଗିଲା ପରେ 
ଭୁଲି ଯିବୁ ପଛ ଦିନ 
ଭୁଲି ପରିବିନୀ ତତେ ମୁ ଲୋ କେବେ 
ଝୁରୀବ ଲୋ ମୋ ମନ 
ହସ ଟିକେ ମାଗି ଥିଲି ତତେ ଲୋ ପ୍ରିୟା 
ଦେଲୁ ତୁ ଲୁହ ଶ୍ରାବଣ 
ଅଭିସାପ ଦବାକୁ ମୋ ମନ କହୁନି
ଖୁସୀ ରେ କଟୁ ତୋ ଦିନ 
ମୋ ଛାତିର ଲହୁ ରେ ଅଳତା କରି 
ମୋ ଛାତିର ଲହୁ ରେ ଅଳତା କରି 
ଲଗେଇ ଦେ ଲୋ ତୁ 
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ …
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ….. 
ଦୁଖଃ ରେ ରହୁଚି ମୁଁ …………

Leave a Reply

Your email address will not be published. Required fields are marked *