Wednesday, May 29, 2019

May 29, 2019

Surjical Strike (Golmal Love ) New Odia Movie Song Lyrics



About This Song
♪ Song: Surgical Strike ♪ From The Film: Golmal Love ♪ Singer: Humane Sagar ♪ Lyrics: Dr.Nirmal Nayak ♪ Music: Abhijit Majumdar ♪ Banner: Tarang Cine Productions ♪ Music Label: Odisha Television Network

Surjical Strike (Golmal Love ) New Odia Movie Song Lyrics


Kete Guli Phutauchu Aakhire
Mate Suaaeie Daunu Ratire (2)

Aa Border Dei Chali Aa Thare Katha Hei Jiba Santire
Mommy Kasam Mate Jadi
Mommy Kasam Mate Jadi
Karibunu Tu Like Like…

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare… Karidebi… Surjical Strike Lo Baby Surjical Strike

Surjical Strike Lo Baby Surjical Strike …

Aare Tora Mora Love Story Charcha Abe Uthe
Tu Ta Mora Target Boli Sabhinka Chhati Phate (2)
Kete Missile Chhadu Othare …
Mana Chipki Galani To Thare
Prema Elisi Dein Aaalo Thare Rahuchi Bhari Kasta Re

Mommy Kasam Mate Jadi
Mommy Kasam Mate Jadi
Karibunu Tu Like Like…
To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare… Karidebi… Surjical Strike Lo Baby Surjical Strike

Surjical Strike LO Baby Surjical Strike …

Attack Jadi Karichu Mate Chhadibi Nahi Jama
To Gora Gala Re Gadei Debi Kargil Wala Chuma (2)
Kete Bomb Pakuchu Heart Re ..Heart Re..
Chal Ladhei Kariba Start Re..Start Re…
Aallo Jana Padiba Love Khela Re Kia Kete Smarter

Mommy Kasam Mate Jadi
Mommy Kasam Mate Jadi
Karibunu Tu Like Like…
To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare Karidebi Surjical Strike Lo Baby Surjical Strike

To Chhati Bhitare… Karidebi… Surjical Strike Lo Baby Surjical Strike

Surjical Strike LO Baby Surjical Strike …

Download Mp3 Here

Tuesday, May 28, 2019

May 28, 2019

Kanhiki Aakhi Tu Kanduchu Re Odia Song Lyrics

Kanhiki Aakhi Tu Kanduchu Re Odia Song Lyrics


କାହିଁକି ଆଖି ତୁ କାନ୍ଦୁଚୁ ରେ  
କାହିଁକି ମନ ତୁ ଝୁରୁଚୁ ରେ
ହୋ ଓ ହୋ ଓ
କାହିଁକି ଆଖି ତୁ କାନ୍ଦୁଚୁ ରେ 
କାହିଁକି ମନ ତୁ ଝୁରୁଚୁ ରେ
ଭୁଲି ଗଲା ଯିଏ ଭୁଲି ଯାଉ
ଚାଲି ଗଲା ଯିଏ ଚାଲି ଯାଉ
କାହିଁକି ତା ବାଟ ଚାହିଁଚୁ ରେ ଚାହିଁଚୁ ରେ
ମନ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ ..କାହିଁକି ଜଳି ତୁ ମରୁଚୁ ରେ
ମନ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ ..
କାହିଁକି ଜଳି ତୁ ମରୁଚୁ ରେ.... ମରୁଚୁ ରେ.. ମରୁଚୁ ରେ

ଏ ଦୁନିଆ ଟା ଗୋଟେ ସ୍ବାର୍ଥପର 
ସ୍ବାର୍ଥ ସରି ଗଲେ କିଏ ବା କାହାର
ହୋ ହୋ ହୋ
ଏଦୁନିଆ ଟା ଗୋଟେ ସ୍ବାର୍ଥପର
ସ୍ବାର୍ଥ ସରି ଗଲେ କିଏ ବା କାହାର
ଆଜି ଯିଏ କରେ ତତେ ରେ ନିଜର
କାଲି ହବ ସିଏ ତୋ ଠାରୁ ପର
ଧୋକା ଦେଲା ଯିଏ ଧୋକା ଦଉ
ଦୁଖ ଦେଲା ଯିଏ ଦୁଖ ଦଉ
କାହିଁକି ତା କଥା ଭାବୁଚୁ ରେ ଭାବୁଚୁ ରେ ...
ମନ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ
କାହିଁକି ଜଳି ତୁ ମରୁଚୁ ରେ.... ମରୁଚୁ ରେ.. ମରୁଚୁ ରେ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ ତୁ କାଇଂ
ହୋ ହୋ ହୋ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ ତୁ କାଇଂ
ହୋ ଓ ହୋ ଓ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ ତୁ କାଇଂ
ଏଡେ ସେ ନିଷ୍ଠୁର ଏଡେ ସେ ପଥର
ଭାଙ୍ଗି ଦେଇ ଗଲା ହୃଦୟ କୁ ତୋର
ଠକି ଦେଲା ଜିଏ ଠକି ଦଉ
ଲୁହ ଦେଲା ଯିଏ ଲୁହ ଦଉ
କାହିଁକି ପୁଣି ମରୁଚୁ ରେ ମରୁଚୁ ରେ
ମନେ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ
ମନେ ରେ ମନ ରେ
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ.
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ..
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ...
କାହିଁକି ଜଳି ତୁ ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ....

Download Mp3 Here


Friday, May 24, 2019

May 24, 2019

Aji Bi Hrudaya Mora Tate Chanhe Song Lyrics

Aji Bi Hrudaya Mora Tate Chanhe Song Lyrics 

ଆଜି ବି ହୃଦୟ ମୋର ତତେ ଚାହେଁ
ଆଜି ବି ତୋ ପାଇଁ ଗୀତ ଗଏ
ହେଲେ ତୁ ବୁଝୁନା
ହେଲେ ତୁ ମାନୁନା
ହେଲେ ତୁ ବୁଝୁନା ମାନୁନା ସୁଣୁନା ଚାହୁଁନା ଭାବୁନା କାହିଁକି
ମୁଁ ତତେ ପରା ତତେ ପରା
ଦିଲ ସେ ଭଲ ପାଏ (୨) ..

ହୃଦୟ ରା ନଦୀ ତିରେ , ସଂଜ ନଈ ଗଲା ପରେ
ତୁ ଆସୁ ଧିରେ ଧିରେ
ଅଳ୍ପ ଜହ୍ନ ଆଲୁଅ ରେ , ନୁଆ ପ୍ରେମ ରାଗୀଣୀ ରେ
ମୁଁ ଗାଏ ଧିରେ ଧିରେ
ଆଜି ବି ମନ ମୋର ତେତେ ଚାହେଁ
ଆଜି ବି ଏ ସ୍ବପ୍ନ ତତେ ଚାହଁ
ହେଲେ ତୁ ବୁଝୁନା
ହେଲେ ତୁ ମାନୁନା
ହେଲେ ତୁ ବୁଝୁନା ମାନୁନା ସୁଣୁନା ଚାହୁଁନା ଭାବୁନା କାହିଁକି
ମୁଁ ତତେ ପରା ତତେ ପରା
ଦିଲ ସେ ଭଲ ପାଏ (୨) ..

ଚୁନା ଚୁନା ସକାଳ ରେ , ସୁନା ସୁନା କିରଣ ରେ
ତୁ ହସୁ ଧିରେ ଧିରେ  
ଚିନା ଚିନା ଅନ୍ଧାର ରେ , ସପନ ର ସେପାରି ରେ
ମୁ ଖୋଜେ ଧିରେ ଧିରେ
ଆଜି ବି ଏ ରାତି ମୋର ତତେ ଚାହେଁ
ହେଲେ ତୁ ବୁଝୁନା
ହେଲେ ତୁ ମାନୁନା
ହେଲେ ତୁ ବୁଝୁନା ମାନୁନା ସୁଣୁନା ଚାହୁଁନା ଭାବୁନା କାହିଁକି
ମୁଁ ତତେ ପରା ତତେ ପରା
ଦିଲ ସେ ଭଲ ପାଏ (୨) ..


Tuesday, May 21, 2019

May 21, 2019

Kande Mo Hrudaya New Sad Song By Humane Sagar Lyrics


Kande Mo Hrudaya New Sad Song By Humane Sagar Lyrics


ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ

ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ.. ହେଲେ ମୁଁ ଭୁଲି ନାହିଁ ତତେ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ


କଥା ଥିଲା ମୋର ଏକାଠି ବଞ୍ଚିବା  ,ବଞ୍ଚି ନ ପାରିଳେ ଦୁହେଁ ମରି ଯିବା
ଭଲ ପାଇବାର ଏ କି ଉପହାର ଥାଇ ମୋ ଆଖିରେ ଲୁହର ସାଗର

ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ... ହେଲେ ମୁଁ ଭୁଲି ନାହିଁ ତତେ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ

ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ  
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ

କହିଥିଲୁ ମତେ କେବଳ ମୁଁ ତୋର ଆଜି ହେଇ ଗଲୁ ତୁ ଆଉ କାହାର
ହୋ ହୋ
ପିନ୍ଧି ନେଲୁ ମଥା ରେ ତୁ ସିନ୍ଦୁର ମତେ କରି ଦେଲୁ ତୁ ସାତ ପର

ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ ହେଲେ... ମୁଁ ଭୁଲି ନାହିଁ ତତେ

ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ ରେ

ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ


Monday, May 20, 2019

May 20, 2019

Mo Hrudaya Badalare Tama Hrudaya Dabaki Lyrics



Mo Hrudaya Badalare Tama Hrudaya Dabaki Lyrics

M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M - ତମ ଛଲ୍ କା ଛଲ୍ କା ହସ ଦେଖୁ ଦେଖୁ ମୁଁ ବେହୋସ୍

F - ମନ ଚାହେଁ ପ୍ରେମ ସ୍ପର୍ସ ଏ କି ବୟସ ର ଦୋସ


M - ହୋ ଅତେ ଖାସ୍ ଲାଗ କାହିଁକି


F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M - ଠିକ୍ ତମ ପରି ଖୋଜୁ ଥିଲି ଭାରୀ ଆଇ ମା ଗପ ର ରାଜ କୁମାରୀ
F - ହଁ ମନ ମତେ ଆଜି ମାଗୁଚୀ ମଂଜୁରୀ ସୁଣୀବାକୁ ତମ ସେରା ସାଏରୀ

F - ଭଲ ପା ଅ ବୋଲି ଓଠ ଟିକେ ଖୋଲି ଭଲ ପା ଅ ବୋଲି ଓଠ ଟିକେ ଖୋଲି କହି ଦବକୀ ହୋ ହୋ ହୋ

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M- ପରିଚୟ ମୋର ଥିଲା ଜାଜାବର ତମ ପାଖେ କାଇଁ ଗଲୀ ଅଟକି
F - ଅଳପ ଦେଖାରେ ପଦିଏ କଥା ରେ ନିଆରା ଲାଗୁଚ ଅତେ କାହିଁକି

M - ତମ ଆଖି ଓଠ କରେ ମତେ ଦୁସ୍ଟ ମରୀ ଜିବି କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି




Tuesday, May 14, 2019

May 14, 2019

Dina Katena Rati Bitena Odia Song Lyrics By Humane Sagar

Dina Katena Rati Bitena Odia Song Lyrics By Humane Sagar 

ହୋ ଓଃ ହୋ ଓଃ ହୋ ଓଃ ହୋ ଓଃ

ଜାଣେନା ଜାଣେନା ତୋ ବିନା କିଛି ମୁଁ  ଜାଣେନା
ଜାଣେନା ଜାଣେନା ତୋ ବିନା କିଛି ମୁଁ  ଜାଣେନା

ବୁଝେନା ବୁଝେନା ତୋ ବିନା ମନ ମୋ ବୁଝେନା
ତୋ ଝଲକ ନ ପାଇଲେ
ହାଏ ରେ ହାଏ ରେ 
ରହି ପରେନା ରହି ପାରେନା

ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା

କେମିତି କହିବି ତତେ ମୁଁ ତତେ କେତେ ଭଲ ପାଏ
ମୋ ଭଲ ପାଇବାଟା ସମୁନ୍ଦ୍ରରୁ ଗଭୀର ଆକାଶ ଠୁ ଉଚା

ମୋ ସାଥେ ତୋର ପ୍ରେମ ଯୋଡି ଥିଲେ
ଛୁଈଂବନୀ ଲୁହ ମୋ ଆଖି କୁ
ତୋ ପ୍ରେମ ସ୍ପର୍ସ ରେ ମନ ପ୍ରଜାପତି
ଛୁଏଈଂ ନବ ଉଚ ଆକଶ କୁ

ଶେଷ ହବ ମୋ ନିସ୍ବାସ ହାଏ ରେ ହାଏ ରେ ତୋ ପ୍ରେମ ହେଲେ ଉଣା

ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା

ନ ପାଇଲେ ତତେ ଦୁଖ ନାହି ମୋର କରିବିନୀ ଅଭିଯୋଗ କେବେ
ତୋ ବିନା ଜୀବନ ଜିଂଈ ନେବି ପ୍ରିୟା ସାଇତିଚି ସ୍ମୁତି କୁ ତୋ ଯେତେ

ବାଟ ବଣା ହେବିନୀ ମୁଁ ହାଏ ରେ ହାଏ ଦେଇଚୁ ତୁ ଠିକଣା

ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା