Monday, May 20, 2019

May 20, 2019

Mo Hrudaya Badalare Tama Hrudaya Dabaki Lyrics



Mo Hrudaya Badalare Tama Hrudaya Dabaki Lyrics

M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M - ତମ ଛଲ୍ କା ଛଲ୍ କା ହସ ଦେଖୁ ଦେଖୁ ମୁଁ ବେହୋସ୍

F - ମନ ଚାହେଁ ପ୍ରେମ ସ୍ପର୍ସ ଏ କି ବୟସ ର ଦୋସ


M - ହୋ ଅତେ ଖାସ୍ ଲାଗ କାହିଁକି


F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M - ଠିକ୍ ତମ ପରି ଖୋଜୁ ଥିଲି ଭାରୀ ଆଇ ମା ଗପ ର ରାଜ କୁମାରୀ
F - ହଁ ମନ ମତେ ଆଜି ମାଗୁଚୀ ମଂଜୁରୀ ସୁଣୀବାକୁ ତମ ସେରା ସାଏରୀ

F - ଭଲ ପା ଅ ବୋଲି ଓଠ ଟିକେ ଖୋଲି ଭଲ ପା ଅ ବୋଲି ଓଠ ଟିକେ ଖୋଲି କହି ଦବକୀ ହୋ ହୋ ହୋ

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

M- ପରିଚୟ ମୋର ଥିଲା ଜାଜାବର ତମ ପାଖେ କାଇଁ ଗଲୀ ଅଟକି
F - ଅଳପ ଦେଖାରେ ପଦିଏ କଥା ରେ ନିଆରା ଲାଗୁଚ ଅତେ କାହିଁକି

M - ତମ ଆଖି ଓଠ କରେ ମତେ ଦୁସ୍ଟ ମରୀ ଜିବି କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି

F - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି
M - ମୋ ହୃଦୟ ବଦଳରେ ତମ ହୃଦୟ ଦବ କି




Tuesday, May 14, 2019

May 14, 2019

Dina Katena Rati Bitena Odia Song Lyrics By Humane Sagar

Dina Katena Rati Bitena Odia Song Lyrics By Humane Sagar 

ହୋ ଓଃ ହୋ ଓଃ ହୋ ଓଃ ହୋ ଓଃ

ଜାଣେନା ଜାଣେନା ତୋ ବିନା କିଛି ମୁଁ  ଜାଣେନା
ଜାଣେନା ଜାଣେନା ତୋ ବିନା କିଛି ମୁଁ  ଜାଣେନା

ବୁଝେନା ବୁଝେନା ତୋ ବିନା ମନ ମୋ ବୁଝେନା
ତୋ ଝଲକ ନ ପାଇଲେ
ହାଏ ରେ ହାଏ ରେ 
ରହି ପରେନା ରହି ପାରେନା

ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା

କେମିତି କହିବି ତତେ ମୁଁ ତତେ କେତେ ଭଲ ପାଏ
ମୋ ଭଲ ପାଇବାଟା ସମୁନ୍ଦ୍ରରୁ ଗଭୀର ଆକାଶ ଠୁ ଉଚା

ମୋ ସାଥେ ତୋର ପ୍ରେମ ଯୋଡି ଥିଲେ
ଛୁଈଂବନୀ ଲୁହ ମୋ ଆଖି କୁ
ତୋ ପ୍ରେମ ସ୍ପର୍ସ ରେ ମନ ପ୍ରଜାପତି
ଛୁଏଈଂ ନବ ଉଚ ଆକଶ କୁ

ଶେଷ ହବ ମୋ ନିସ୍ବାସ ହାଏ ରେ ହାଏ ରେ ତୋ ପ୍ରେମ ହେଲେ ଉଣା

ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା

ନ ପାଇଲେ ତତେ ଦୁଖ ନାହି ମୋର କରିବିନୀ ଅଭିଯୋଗ କେବେ
ତୋ ବିନା ଜୀବନ ଜିଂଈ ନେବି ପ୍ରିୟା ସାଇତିଚି ସ୍ମୁତି କୁ ତୋ ଯେତେ

ବାଟ ବଣା ହେବିନୀ ମୁଁ ହାଏ ରେ ହାଏ ଦେଇଚୁ ତୁ ଠିକଣା

ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା
ଦିନ କଟେନା ହାଏ ରେ ହାଏ ରାତି ବିତେନା

Friday, April 26, 2019

April 26, 2019

To Bina Priya Banchi Parena Lyrics


to bina priya banchi parena humane sagar

To Bina Priya Banchi Parena Lyrics


To Bina Priya Banchi Parena
Mo Rana Tu Lo Pheri Aasena

To Bina Priya Banchi Parena
Mo Rana Tu Lo Pheri Aasena

Tora Nila Nila Duiti Aakhi
Mate Daki Nei Dela Re Thaki
Tora Nila Nila Duiti Aakhi
Mate Daki Nei Dela Re Thaki

To Bina Eka Rahi Parena
Mo Sathe Kain Kalu Chhalana

Tate Deli Mana Bhangilu Sapana
Kanhi Kahi Dere Thare Dhana
Tate Kali Puja Delu Tu Saja
Banchi Thau Thau Nelu Jibana


Tate Deli Mana Bhangilu Sapana
Kanhi Kahi Dere Thare Dhana
Tate Kali Puja Delu Tu Saja
Banchi Thau Thau Nelu Jibana


Mane Pade Se Abhula Smruti
Mate Jale Se Dina Rati
Mane Pade Se Abhula Smruti
Mate Jale Se Dina Rati

Mana Panjuri re Thilu Maeina
Hrudaya Kati Chali Ja-aa-na

To Bina Priya Banchi Parena
Mo Rana Tu Lo Pheri Aasena

O o o o o

Mate Kalu Ghruna Heli Bata Bana
Kanhi Delu Re Ate Jantrana
To Pain  Ajana Heli Mu Khelana
Bhangi Karilu Chuna Chuna
He He He
Mate Kalu Ghruna Heli Bata Bana
Kanhi Delu Re Ate Jantrana
To Pain  Ajana Heli Mu Khelana
Bhangi Karilu Chuna Chuna

Bhabu Thili Mun Tate Re Jahna
Dei Galu Tu Chhatire Chinha
Bhabu Thili Mun Tate Re Jahna
Dei Galu Tu Chhatire Chinha

Jete Libheile Jama Libhena
To Biraha Mun Sahi Parena


To Bina Priya Banchi Parena
Mo Rana Tu Lo Pheri Aasena

To Bina Priya Banchi Parena
Mo Rana Tu Lo Pheri Aasena
Mo Rana Tu Lo Pheri Aasena …
Mo Rana Tu Lo Pheri Aasena …….








                                  Download Mp3 Here

Monday, April 22, 2019

April 22, 2019

Sukha Re Tha Lo Tu Dukha Re Rahuchi Mun Lyrics





Sukha Re Tha Lo Tu Dukha Re Rahuchi Mun Lyrics


ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 

କାହାର ହବୁନି ତୁ ..
ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 
କାହାର ହବୁନି ତୁ ....

କଥା ଦେଇ ପ୍ରିୟା କଥା ରଖି ଲୁନି
ବାହା ହେଇ ଯିବୁ ଲୋ ତୁ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ବଧୁ ବେସେ ଆଜି ମୁଁ 

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ..
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ....
ଦୁଖଃ ରେ ରହୁଚି ମୁଁ ........

ତୋ ଛଳନା କୁ ପ୍ରେମ ଭାବୀ ବିସ୍ୱାସ କଲି 
କଲୁ ଲୋ ତୁ ପ୍ରତାରଣା
ନିଜ ଠୁ ନିଜର ତତେ କାହିଁ ଭାବିଲି 
ଦେଲୁ ଲୋ ଖାଲି ଯନ୍ତ୍ରଣା
 
ଯନ୍ତ୍ରଣା ରେ ଛଟ ପଟ ହଉଚି ମନ 
ସହି ପାରୁନି ଲୋ ଜମା 
ବାଧୁଚୀ କହି ଦେବି ମନ ର କଥା 
କହି ପରୁନି ଲୋ ଜମା 

ମୋ ଆଖି ଲୁହ କୁ କଜଳ କରି 
ମୋ ଆଖି ଲୁହ କୁ କଜଳ କରି 
ଲଗେଇ ଦେ ଲୋ ତୁ

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ...
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ .....
ଦୁଖଃ ରେ ରହୁଚି ମୁଁ .........

ସି ସିନ୍ଦୁର ତୋର ଲାଗିଲା ପରେ 
ଭୁଲି ଯିବୁ ପଛ ଦିନ 
ଭୁଲି ପରିବିନୀ ତତେ ମୁ ଲୋ କେବେ 
ଝୁରୀବ ଲୋ ମୋ ମନ 

ହସ ଟିକେ ମାଗି ଥିଲି ତତେ ଲୋ ପ୍ରିୟା 
ଦେଲୁ ତୁ ଲୁହ ଶ୍ରାବଣ 
ଅଭିସାପ ଦବାକୁ ମୋ ମନ କହୁନି
ଖୁସୀ ରେ କଟୁ ତୋ ଦିନ 

ମୋ ଛାତିର ଲହୁ ରେ ଅଳତା କରି 
ମୋ ଛାତିର ଲହୁ ରେ ଅଳତା କରି 
ଲଗେଇ ଦେ ଲୋ ତୁ 

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ...
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ..... 
ଦୁଖଃ ରେ ରହୁଚି ମୁଁ ............


Thursday, April 18, 2019

April 18, 2019

E Mana Mo Mana Lyrics - Humane Sagar New Song


E Mana Mo Mana Lyrics - Humane Sagar New Song

ହୋ ଓ ଓ .. ହୋ ଓ ଓ ..


ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

କାଇଁ ଦିନରେ ଦେଖୁଚୁ ସୁନା ସପନ
ଏ ମନ ମୋ ମନ ରେ ମୋ ମନ
କାଇଁ ଉଁଆସେ ଖୋଜୁଚୁ ପୁନେଇ ଜହ୍ନଁ

ଫେରି ଗଲା ଯିଏ ଫେରି ବାକୁ ଆଉ
ଫେରି ଗଲା ଯିଏ ଫେରି ବାକୁ ଆଉ ନାହିଁ ତା ମନ

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

ଭାରୀ ସରଳିଆ ଭାରୀ ତୁ ନିରିହ
ଲୁଚି ଲୁଚି କାଇଁ ପିଉଚୁ ଲୁହ
ଭାରୀ ବେଇମାନୀ ଭାରୀ ସେ ନିର୍ଦୟ
ଭାଙ୍ଗି ଦେଇ ଗଲ ତୋ ହୃଦୟ

ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ
ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ ନାହିଁ ତା ମନ

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

ହୋ ହୋ ଓ ଓ
ହୋ ହୋ ଓ ଓ

କାହିଁକି ଅତେ ତୁ ପାଉଚୁ ରେ ଭଲ
ସିଏ କି ବୁଝିବ ତୋ ପ୍ରେମ ର ମୂଲ
ହୋ
ସ୍ବାର୍ଥ ସାରି ଗଲେ କିଏ ବା କାହାର
ମଧୁଶାଳା ଏଠି ଏକା ମୁଁ ନିଜର

ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ହୃଦୟ ହୀନ

ଏ ମନ ମୋ ମନ ରେ ମୋ ମନ
ଏ ମନ ମୋ ମନ ରେ ମୋ ମନ

ତୋ ମନ ତୋ ମନ..
ତୋ ମନ ତୋ ମନ....
ତୋ ମନ ତୋ ମନ......





Tuesday, April 16, 2019

April 16, 2019

Bhija Bhija Rasta Re Aaji To Bata Chahni Rahichi Lyrics



ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି
ହୋ
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି

ଗଲୁ ଯୋଉ ବାଟରେ ଆ ଫେରି ସେ ବାଟରେ 
ଗଲୁ ଯୋଉ ବାଟରେ ଆ ଫେରି ସେ ବାଟରେ 

ତୁ ବୋଧେ ଜାଣିନୁ ତୋ ପାଇ ମୁଁ ଜିଇଁଚି

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି

ରାତିରେ ଆଖିରେ ସପନ୍ନେ ଆସୁଚୁ 
ସକାଳେ ସଂଜରେ ତୁ ମନେ ପଡୁଚୁ
ଗଲା ବେଳେ କାଇଁ କହିଲୁନି
ନୀ ରଗିଚୁ ନା ରୁଷିଚୁ

ଏକା ଏକା ଦରିଆ କୁଳେ ତୋ ବାଟ ଚାହିଁ ରହିଚି

ଅଛୁ କହ କୋଉଠି ଅଛୁ କହ କେମିତି
ଦେଖିଯା ଆସି ମୁଁ ହାରିଚୀ ନା ଜିତିଚି 

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି..
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି.......

ତୋ ବିନା କାହାଣୀ ଲେଖିଚୀ ଅଧୁରା
ତୋ ବିନା ଜୀବନ ଗୀତ ମୋ ବେସୁରା
ରାତି ଦିନ ଏଇ ଦି ଆଖିରେ ନାଚେ ତୋର ଚେହେରା 

ଧୁଆଁ ଧୁଆଁ ସଧ୍ୟାରେ ଆଜି ତୋ ବାଟ ଚାହଁ ରହିଚୀ
ଆସି ତୋର ବିରହ ଜାଳିଦିଏ ହୃଦୟ 

ତୋ କଥା ଆଜି ମୋ ଭାରୀ ମନେ ପଡୁଚୀ

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି..
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି........