Wednesday, April 10, 2019

April 10, 2019

Crazy Crazy - Gori Gori Ore Chhori New Odia Song Lyrics



Gori Gori Ore Chhori New Odia Song Lyrics

Gori Gori.....
      Ore Chhori.....

Slim Anta Wali Cat Walk Chali

Tu karichu Dewana Tu Mate Aaji Kali
White Skin  Wali To Otha Pink Nali
Aakhire Tu Guli Maruchu Lo Khali

Gori Gori Ore Chhori To Pain A Dil Crazy Crazy

Lazy Lazy Thila Aaji To Pain A Dil Crazy Crazy....(2)

Kahile Utheibi To Sange Daily Selfi

Long Drive Neijibi Peiabi Cold Coffee

Bhabuchu Tuadia Rasate Aab Kab Kafi

Samna Samni Hele Debi Jaduwala Gote Chhapi

Gori Gori Ore Chhori To Pain A Dil Crazy Crazy

Lazy Lazy Thila Aaji To Pain A Dil Crazy Crazy....(2)

Jete Thara Jeta Bele Tora Mora hue Meet

Lage Kain Aama jodi Heijiba Superhit

Heart Sina Achhi Sina Heija Tu heartbeat

khusire Mu Odisha Re Samastanku Debi Party ...

Gori Gori .....
    Ore Chhori....

Gori Gori Ore Chhori To Pain A Dil Crazy Crazy

Lazy Lazy Thila Aaji To Pain A Dil Crazy Crazy....(2)



Related Tags :: #Gori Gori Song,Slim Anta wali,#Crazy Crazy New Odia Song, #All Odia Songs #Gori Gori Ore Chhori New Odia Song Lyrics #Crazy Crazy Odia Song Mp3 Download , #Crazy Crazy Odia Songs

Sunday, April 7, 2019

April 07, 2019

Bhanga Hrudaya Humane Sagar New Song Lyrics

Bhanga Hrudaya Humane Sagar New Song Lyrics


ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ...

ଓ ପ୍ରିୟା ରେ ଜଲେ ନିଆଁ ରେ (୨)
ତୋ ପାଇଁ ଆଜି ମୁଁ.....

ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ..
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ ....


ଜାଣି ମୁଁ ନଥିଲି ପ୍ରେମ ର ମାନେ ଅମିତିକା ହବ ବୋଲି
ତୋ ସାଥିରେ ମୁଁ ବାଟ ଚାଲୁ ଚାଲୁ ବାଟ ବଣା ହେବି ବୋଲି
ଓ...
କି ଦିନ କି ରାତି କି ଖରା କି ତାତି ସବୁ ଥିରେ ତୋ ସ୍ମୁତୀ
କେମିତି ଭୁଲିବୀ ପ୍ରିୟା ତୁ କହଲୋ ତୋର ସେଇ ପ୍ରତିସୃତି

ଓ ପ୍ରିୟା ରେ ଭୁଲି ଗଲୁ ରେ (୨)
ବଞ୍ଚି ପାରୁନି ମୁଁ....

ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ..
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ ....

ମନ ରାଇଜ ରେ ଗଢି ଥିଲୀ ଘର ପ୍ରିୟା ତୁ  ରହିବୁ  ବୋଲି
ବାଲୀ ଘର ପରି ମନ ତୁ  ଭାଙ୍ଗିଲୁ ହସ ନାହଁ ଲୁହ ଖାଲି
ଗୋଲାପି ଓଠରେ ଥିଲା ତୋର ବିସ ମୁଁ ଜାଣି ପାରି ଲିନି
ବିସ୍ବାସ ଭାଙ୍ଗିଲୁ ତୁ ହେଲୁ ସ୍ବାର୍ପଥର ତତେ କେବେ ଭୁଲି ବିନି

ଓ ପ୍ରିୟା ରେ ତୋ ପାଇଁ ରେ(୨)
ଜାଯା ବାର ହେଲି ମୁଁ...

ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ..
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ....
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ......

ଓ ଓ ଓ ଓ...




Friday, April 5, 2019

April 05, 2019

Mana Ku Bhangilu New Odia Song Lyrics - AllOdiaSongs.Com

Mana Ku Bhangilu New Odia Song Lyrics


ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ 
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ....

ଅମିତିକା ଛଳନା କାହିଁ କଲୁ ତୁ 
ଅମିତିକା ବହାନା କାହିଁ କଲୁ ତୁ 

ଲୁହ ଦେଇ କଷ୍ଟ ଦେଇ ଭୁଲି ଗଲୁ ତୁ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ......

ଯୋଗ୍ୟ ନୁହେ ତୋ ପାଇଁ ମୁଁ ତୁ ଜାଣି ଥିଲୁ
କାହିଁ କି ଭରସା କହ ମତେ ଲୋ ଦେଲୁ
ହୋଓ.....
ଭାବିଥିଲି ଆକାଶ ରୁ ତୋଳିବି ଚାନ୍ଦ 
ତୋ ମିଛ ପ୍ରେମ ରେ ପଡି ଥିଲି ମୁଁ ଅନ୍ଧ

ପାଗଲ ଏ ମନ ଝୁରେ ଖାଲି ତତେ
ଜଣେନା କୀ ଧୋକା ଦେଲୁ ମତେ

ତୋ ପାଇଂ ସବୁ ଛାଡିଲି ପର କଲୁ ତୁ ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ......

ଥିଲା ଆସା ଅଶୁମାରୀ ଭାଙ୍ଗିଲୁ ସବୁ
କେତେ କଥା କେତେ ରାତି ଭୁଲିବୁ ତୁ 

ମୋ ପ୍ରେମକୁ କଂଳକିତ କରିଲୁ ସିନା
କାହାକୁ କହିବି କଷ୍ଟ ଦିଏ ଭାବନା 

କେଉଁ ସୁଖ ପାଇଁ ବାଟ ଭାଙ୍ଗି ଗଲୁ
କାହିଁ ମୋ ସାଥେ ପ୍ରତାରଣା କଲୁ 

ଗଢି ବାକୁ କଥା ଦେଇ ଭାଙ୍ଗି ଦେଲୁ ତୁ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ.....
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ.........



Thursday, April 4, 2019

April 04, 2019

Batabana Aji Jouthi New Odia Song Lyrics - AllOdiaSongs.Com

Batabana Aji Jouthi New Odia Song Lyrics 


M-ବାଟବଣା ଆଜି ଜୋଉଠି
ତୋ ମନ ଠିକଣା ସେଇଠି 

ଲାଗୁଚି ଏ ବାଟ ସେଶ ହେବ ଏଇଠି.

ତୁ ଯୋଉଠି ହଁ ତୁ ଯୋଉଠି
ତୁ ଯୋଉଠି ହୋ ତୁ ଯୋଉଠି


F-ଆନମନା ଆଖି ଯୋଉଠି
ତୋ ଆଖି ଆଇନା ସେଇଠି
ଲାଗୁଚି ଏ ଆଖି ଲାଖି ଯିବ ସେଇଠି

ତୁ ଯୋଉଠି ହଁ ତୁ ଯୋଉଠି
ତୁ ଯୋଉଠି ହୋ ତୁ ଯୋଉଠି

F-ତୋ ପାଦ ଦୁଇଟି ମୋ ମନ  ଦରଜ ଛୁଇଂଲା ପରେ 
ଘର ସାରା ପ୍ରଜାପତି ପ୍ରଜାପତି ପ୍ରଜାପତି ପ୍ରଜାପତି .......
M-ତୋ ଆଖିର ନିଦ ମୋ ଆଖି ଦୁଆର ଡେଇଂଲା ପରେ 
ସବୁ ରାତି ଜହ୍ନ ରାତି ଜହ୍ନ ରାତି ଜହ୍ନ ରାତି.......

M-ଚିହ୍ନା ଚିହ୍ନା ଲଗେ  ଯୋଉଠି 
ମନଚୋରୀ ହୁଏ ସେଇଠି
ଲାଗୁଚି ଏ ମନ ହଜି ଯିବ ଏଇଠି

M-ତୁ ଯୋଉଠି ହଁ ତୁ ଯୋଉଠି
F- ତୁ ଯୋଉଠି ହଁ ତୁ ଯୋଉଠି

M-ତୋ ଫୁଲ ଚେହେରା ମୋ ଛାତିରେ ଚାବି ଆନକ୍ଇଲା ପରେ
ମହୁ ଝରେ ସବୁରାତି ସବୁରାତି ସବୁରାତି ସବୁରାତି.. 

F-ତୋ ଫୁଲ ପାଖୁଡ ମୋ ପଦରେ ରଂଗ ମାଖୀଲା ପରେ 
ବାଟ ସାରା ହିରୀମୋତି ହିରୀମୋତି ହିରୀମୋତି......

ଆନମନା ରାତି ଯୋଉଠି
ଚୁନା ଚୁନା ସ୍ବପ୍ନ ସେଇଠି

ଲାଗୁଚି ଏ ସ୍ବପ୍ନ ମାରୀଦେବ ଏଇଠି

F-ତୁ ଯୋଉଠି ହଁ ତୁ ଯୋଉଠି
M-ତୁ ଯୋଉଠି ହଁ ତୁ ଯୋଉଠି
F-ତୁ ଯୋଉଠି ହଁ ତୁ ଯୋଉଠି
M-ତୁ ଯୋଉଠି ହଁ ତୁ ଯୋଉଠି.......

Tuesday, April 2, 2019

April 02, 2019

Atakila Niswas-Mun Bhabithili Tate Nijara Lyrics- AllOdiaSongs.Com


Atakila Niswas-Mun Bhabithili Tate Nijara Lyrics

ମୁଁ ଭାବୀ ଥିଲି ତତେ ନିଜର ଲୋ
କରି ଦେଲୁ ସାତ ପର ତୁ କରି ଦେଲୁ ସାତ ପର ......

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......1

ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ
ମୋ ହସ ହେଲା ଲୋ ତୋ ପାଇଁ ଆଜି ଶେଷ
ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ

ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି
ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି

ପ୍ରେମ କୁ ମୋର  ପ୍ରେମ କୁ ମୋର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......2

ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ
ହୋ ଓ..
ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ

ମୋ ପ୍ରେମ କୁ ଭାବୀ ଲୁ ତୁ ଅତେ ମୁଲ୍ୟ ହୀନ
ନିର୍ଦୟ ହେଲୁ ତୁ ମତେ କଲୁ ହିନୀମାନ

କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 
କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 

ହେଲୁ ପଥର ତୁ ହେଲୁ ପଥର 

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......3

ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ
ହାଏ...
ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ

ସ୍ବାର୍ଥ ପର ତୋ ହୃଦୟ ଦୁଖ ଦେଇ ଜାଣେ
ମୁ ଯେମିତି କାନ୍ଦିଚୀ ଲୋ ତୁ କାନ୍ଦିବୁ ଦିନେ

ଛାତିକୁ ମୋ ଦେଲୁ ଚିରି
ହୃଦୟ ହୀନା ଟେ ପରି
ଛାତିକୁ ମୋ ଦେଲୁ ଚିରି 
ହୃଦୟ ହୀନ ଟେ ପରି

ହେଲୁ ନିଷ୍ଟୁର ତୁ ହେଲୁ ହେଲୁ ନିଷ୍ଟୁର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......4

ଆ.....ଆ.........
ତୋ ପାଇଁ ତୋ ସିନ୍ଦୁର.........................


Related Tags - Atikila Niswas Humane Sagar New Song,Mun Bhabithili Tate Nijara New Odia Song,Odia Sad Romantic Song,Humane Sagar New Song.

Monday, April 1, 2019

April 01, 2019

Na Mun Bujhi Paruni Song Lyrics

na mu bujhi paruni allodiasongs.com
Biju Babu New Odia movie

Na Mun Bujhi Paruni Song Lyrics

ନା ମୁଁ ବୁଝି ପାରୁନି

ହେଲା ଏ କଣ ମତେ ଜାଣିନି
କାହିଁକି ଆଜି ଅ ମନ ଟି
ଜମାରୁ କଥା ମୋର ସୁଣୁନି

ଖୋଲି ଦେଖିଲେ ମୋ ଆଖି
ତମ ଛଡା କିଛି ଦିସୁନୀ
ବୁଜି ଦେଲେ କୁହ କାହଁ ତୁମ ଛବି ଯାଉ ନାହି
ଚାରିଆଡେ ଡିସେ ଅନ୍ଧାରିଆ
ଖୋଜି ତୁମକୁ ମୁଁ ପାଉନି

ମନ କିନ୍ତୁ ସେ ଖୋଜି ଚାଲେ

ତମ ଛଡା କିଛି ଚାହଁନି

କହି ଦିଅ ଆଜି ସାଥୀ ମତେ

ମୋ ଠାରେ କିଛି ଲୁଚାଅନି

ସ୍ବପ୍ନ ର ଏଇ ଦୁନିଆ ରୁ

 ମୁ ବାହାରି ପାରୁନୀ
ନା ମୁଁ ବୁଝି ପାରୁନୀ
ହେଲା ଏ କଣ ମତେ ଜାଣିନୀ
କାହିଁକୀ ଆଜି ଏ ମନ ଟି

ଜମାରୁ କଥା ମୋର ସୁଣୁନୀ

ଜମାରୁ କଥା ମୋର ସୁଣୁନୀ