Friday, April 5, 2019

April 05, 2019

Mana Ku Bhangilu New Odia Song Lyrics - AllOdiaSongs.Com

Mana Ku Bhangilu New Odia Song Lyrics


ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ 
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ....

ଅମିତିକା ଛଳନା କାହିଁ କଲୁ ତୁ 
ଅମିତିକା ବହାନା କାହିଁ କଲୁ ତୁ 

ଲୁହ ଦେଇ କଷ୍ଟ ଦେଇ ଭୁଲି ଗଲୁ ତୁ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ......

ଯୋଗ୍ୟ ନୁହେ ତୋ ପାଇଁ ମୁଁ ତୁ ଜାଣି ଥିଲୁ
କାହିଁ କି ଭରସା କହ ମତେ ଲୋ ଦେଲୁ
ହୋଓ.....
ଭାବିଥିଲି ଆକାଶ ରୁ ତୋଳିବି ଚାନ୍ଦ 
ତୋ ମିଛ ପ୍ରେମ ରେ ପଡି ଥିଲି ମୁଁ ଅନ୍ଧ

ପାଗଲ ଏ ମନ ଝୁରେ ଖାଲି ତତେ
ଜଣେନା କୀ ଧୋକା ଦେଲୁ ମତେ

ତୋ ପାଇଂ ସବୁ ଛାଡିଲି ପର କଲୁ ତୁ ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ......

ଥିଲା ଆସା ଅଶୁମାରୀ ଭାଙ୍ଗିଲୁ ସବୁ
କେତେ କଥା କେତେ ରାତି ଭୁଲିବୁ ତୁ 

ମୋ ପ୍ରେମକୁ କଂଳକିତ କରିଲୁ ସିନା
କାହାକୁ କହିବି କଷ୍ଟ ଦିଏ ଭାବନା 

କେଉଁ ସୁଖ ପାଇଁ ବାଟ ଭାଙ୍ଗି ଗଲୁ
କାହିଁ ମୋ ସାଥେ ପ୍ରତାରଣା କଲୁ 

ଗଢି ବାକୁ କଥା ଦେଇ ଭାଙ୍ଗି ଦେଲୁ ତୁ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ.....
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ.........



Thursday, April 4, 2019

April 04, 2019

Batabana Aji Jouthi New Odia Song Lyrics - AllOdiaSongs.Com

Batabana Aji Jouthi New Odia Song Lyrics 


M-ବାଟବଣା ଆଜି ଜୋଉଠି
ତୋ ମନ ଠିକଣା ସେଇଠି 

ଲାଗୁଚି ଏ ବାଟ ସେଶ ହେବ ଏଇଠି.

ତୁ ଯୋଉଠି ହଁ ତୁ ଯୋଉଠି
ତୁ ଯୋଉଠି ହୋ ତୁ ଯୋଉଠି


F-ଆନମନା ଆଖି ଯୋଉଠି
ତୋ ଆଖି ଆଇନା ସେଇଠି
ଲାଗୁଚି ଏ ଆଖି ଲାଖି ଯିବ ସେଇଠି

ତୁ ଯୋଉଠି ହଁ ତୁ ଯୋଉଠି
ତୁ ଯୋଉଠି ହୋ ତୁ ଯୋଉଠି

F-ତୋ ପାଦ ଦୁଇଟି ମୋ ମନ  ଦରଜ ଛୁଇଂଲା ପରେ 
ଘର ସାରା ପ୍ରଜାପତି ପ୍ରଜାପତି ପ୍ରଜାପତି ପ୍ରଜାପତି .......
M-ତୋ ଆଖିର ନିଦ ମୋ ଆଖି ଦୁଆର ଡେଇଂଲା ପରେ 
ସବୁ ରାତି ଜହ୍ନ ରାତି ଜହ୍ନ ରାତି ଜହ୍ନ ରାତି.......

M-ଚିହ୍ନା ଚିହ୍ନା ଲଗେ  ଯୋଉଠି 
ମନଚୋରୀ ହୁଏ ସେଇଠି
ଲାଗୁଚି ଏ ମନ ହଜି ଯିବ ଏଇଠି

M-ତୁ ଯୋଉଠି ହଁ ତୁ ଯୋଉଠି
F- ତୁ ଯୋଉଠି ହଁ ତୁ ଯୋଉଠି

M-ତୋ ଫୁଲ ଚେହେରା ମୋ ଛାତିରେ ଚାବି ଆନକ୍ଇଲା ପରେ
ମହୁ ଝରେ ସବୁରାତି ସବୁରାତି ସବୁରାତି ସବୁରାତି.. 

F-ତୋ ଫୁଲ ପାଖୁଡ ମୋ ପଦରେ ରଂଗ ମାଖୀଲା ପରେ 
ବାଟ ସାରା ହିରୀମୋତି ହିରୀମୋତି ହିରୀମୋତି......

ଆନମନା ରାତି ଯୋଉଠି
ଚୁନା ଚୁନା ସ୍ବପ୍ନ ସେଇଠି

ଲାଗୁଚି ଏ ସ୍ବପ୍ନ ମାରୀଦେବ ଏଇଠି

F-ତୁ ଯୋଉଠି ହଁ ତୁ ଯୋଉଠି
M-ତୁ ଯୋଉଠି ହଁ ତୁ ଯୋଉଠି
F-ତୁ ଯୋଉଠି ହଁ ତୁ ଯୋଉଠି
M-ତୁ ଯୋଉଠି ହଁ ତୁ ଯୋଉଠି.......

Tuesday, April 2, 2019

April 02, 2019

Atakila Niswas-Mun Bhabithili Tate Nijara Lyrics- AllOdiaSongs.Com


Atakila Niswas-Mun Bhabithili Tate Nijara Lyrics

ମୁଁ ଭାବୀ ଥିଲି ତତେ ନିଜର ଲୋ
କରି ଦେଲୁ ସାତ ପର ତୁ କରି ଦେଲୁ ସାତ ପର ......

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......1

ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ
ମୋ ହସ ହେଲା ଲୋ ତୋ ପାଇଁ ଆଜି ଶେଷ
ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ

ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି
ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି

ପ୍ରେମ କୁ ମୋର  ପ୍ରେମ କୁ ମୋର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......2

ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ
ହୋ ଓ..
ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ

ମୋ ପ୍ରେମ କୁ ଭାବୀ ଲୁ ତୁ ଅତେ ମୁଲ୍ୟ ହୀନ
ନିର୍ଦୟ ହେଲୁ ତୁ ମତେ କଲୁ ହିନୀମାନ

କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 
କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 

ହେଲୁ ପଥର ତୁ ହେଲୁ ପଥର 

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......3

ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ
ହାଏ...
ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ

ସ୍ବାର୍ଥ ପର ତୋ ହୃଦୟ ଦୁଖ ଦେଇ ଜାଣେ
ମୁ ଯେମିତି କାନ୍ଦିଚୀ ଲୋ ତୁ କାନ୍ଦିବୁ ଦିନେ

ଛାତିକୁ ମୋ ଦେଲୁ ଚିରି
ହୃଦୟ ହୀନା ଟେ ପରି
ଛାତିକୁ ମୋ ଦେଲୁ ଚିରି 
ହୃଦୟ ହୀନ ଟେ ପରି

ହେଲୁ ନିଷ୍ଟୁର ତୁ ହେଲୁ ହେଲୁ ନିଷ୍ଟୁର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......4

ଆ.....ଆ.........
ତୋ ପାଇଁ ତୋ ସିନ୍ଦୁର.........................


Related Tags - Atikila Niswas Humane Sagar New Song,Mun Bhabithili Tate Nijara New Odia Song,Odia Sad Romantic Song,Humane Sagar New Song.

Monday, April 1, 2019

April 01, 2019

Na Mun Bujhi Paruni Song Lyrics

na mu bujhi paruni allodiasongs.com
Biju Babu New Odia movie

Na Mun Bujhi Paruni Song Lyrics

ନା ମୁଁ ବୁଝି ପାରୁନି

ହେଲା ଏ କଣ ମତେ ଜାଣିନି
କାହିଁକି ଆଜି ଅ ମନ ଟି
ଜମାରୁ କଥା ମୋର ସୁଣୁନି

ଖୋଲି ଦେଖିଲେ ମୋ ଆଖି
ତମ ଛଡା କିଛି ଦିସୁନୀ
ବୁଜି ଦେଲେ କୁହ କାହଁ ତୁମ ଛବି ଯାଉ ନାହି
ଚାରିଆଡେ ଡିସେ ଅନ୍ଧାରିଆ
ଖୋଜି ତୁମକୁ ମୁଁ ପାଉନି

ମନ କିନ୍ତୁ ସେ ଖୋଜି ଚାଲେ

ତମ ଛଡା କିଛି ଚାହଁନି

କହି ଦିଅ ଆଜି ସାଥୀ ମତେ

ମୋ ଠାରେ କିଛି ଲୁଚାଅନି

ସ୍ବପ୍ନ ର ଏଇ ଦୁନିଆ ରୁ

 ମୁ ବାହାରି ପାରୁନୀ
ନା ମୁଁ ବୁଝି ପାରୁନୀ
ହେଲା ଏ କଣ ମତେ ଜାଣିନୀ
କାହିଁକୀ ଆଜି ଏ ମନ ଟି

ଜମାରୁ କଥା ମୋର ସୁଣୁନୀ

ଜମାରୁ କଥା ମୋର ସୁଣୁନୀ
   

Saturday, March 30, 2019

March 30, 2019

Hai Re Mun Galani Mari Odia Song Lyrics

allodiasongs.com

Hai Re Mun Galani Mari  Odia Song Lyrics 

M - ତୁ ମତେ କିଛି କହିନୁ
      ମୁ ତତେ କିଛି  କହିନି
F-  ତୁ ମତେ ଭଲ ଲାଗିଲୁ 
      ତତେ ଭଲ ଲାଗିଲି
M- ଏଇ ଭଲ ଲାଗିବା ଟା ବୋଧେ
      ମତେ ମାରି ସାରି ଲାଣୀ ଅଧେ

ଛୁଇଁ ଦେ ତୁ, ନିସ୍ବାଶ୍ ମୋ ଆସିବ ଫେରି 

    
M-ହାଏରେ ହାଏ ମୁ ଗଲାଣି ମରି(୨)
F- ହାଏରେ ହାଏ ମୁ ଗଲାଣି ମରି(୨)

M-କେମିତି ଏ ଆକର୍ଶ୍ଣଣ 

     ପାଣିରୁ ପବନ ଯାଏ
     ସବୁ ବେଳେ ଖୋଜୁ ଥାଏ 
     ଖାସ୍ କିଛି ନାହି କାରଣ 

F-କେମିତି ଏ ଆକର୍ଶ୍ଣଣ 

    ମାଟିରୁ ମହାକ ଜାଏ
    ମନ ଖାଲି ତତେ ଚାହଁ
    ମାନୁ ନାହି କିଛି ବାରଣ

M-ତୁ ମତେ ଟିକେ ଛୁଇଂଚୁ

     ମୁ ତତେ ଟିକେ ଛୁଇଂଚୁ
F- ତୁ ମତେ ଟିକେ ଛୁଇଂଲୁ
     ମୁ ତତେ ଟିକେ ଛୁଇଂଲି
M-ଏ ଟିକେ ଚାହଁବା ଟା ବୋଧେ
     ମତେ ମାରି ସାରି ଲାଣୀ ଅଧେ

 ଛୁଇ ଦେ ତୁ ନିସ୍ବାସ ମୋ ଆସିବ ଫେରି


M-ହାଏରେ ହାଏ ମୁ ଗଲାଣି ମରି(୨)

F- ହାଏରେ ହାଏ ମୁ ଗଲାଣି ମରି(୨)

M - ଓ......


F-କେମିତି ଅ ସବୁ ସ୍ବପ୍ନ  

    ରାତିରୁ ସାକାଳ ଜାଏ
    ତୋ ସାଥିରେ ବୁଲୁ ଥାଏ
    ଖୋଜି ହୁଏ ପ୍ରେମ ତୋ ରାଣ

M-କେମିତି ଏ ମିଠା ମନ

     ସଂଜ ରୁ ସକାଳ ଜାଏ
     ମୋ ଛାତିରେ ଲୁଚି ଥାଏ
     ବୁଝେ ନାହି କିଛି କାରଣ

F-ତୁ ମତେ ମନ ଦେଇନୁ

   ମୁ ତତେ ମନ ଦେଇନୀ
   ତୁ ମତେ ଟିକେ ଭାବିଲୁ
   ମୁ ତତେ ଟିକେ ଭାବିଲି

M-ଏଇ ଟିକେ ଭାବିବ ଟା ବୋଧେ 

     ମତେ ମାରୀ ସାରୀଲାଣି ଅଧେ

ଛୁଇଂ ଦେ ତୁ  ତୁ ନିସ୍ବସ୍ ମୋ ଆସିବ ଫେରି


F- ହାଏରେ ହାଏ ମୁ ଗଲାଣି ମରି(୨)

M-ହାଏରେ ହାଏ ମୁ ଗଲାଣି ମରି(୨)


ଭଲ ଲାଗିଲେ  SHARE କରନ୍ତୁ 
ଅଲ୍ଓଡ଼ିଆସଗଂସ୍ ଡଟ୍ କମ୍....


Related Tags- Haire hai mu galani mari ,biju babu movie songs,new odia movie,anubhav mohanty new movie,new song download.

Friday, March 29, 2019

March 29, 2019

Nachibi Mu Jou Dina To Bahaghara Re Lyrics - AllOdiaSongs.Com

Nachibi Mu Jou Dina To Bahaghara Re Lyrics

ଭାବୁଚୁ କି ପ୍ରିୟା ଅଛି ମୁ ଦୁଖଃ ରେ 
ସାରା ରାତି ଚେଈଂ ଭିଜୁଚୀ ଲୁହ ରେ
ତୁ ବୁଝିବୁ ମୁ ଅଛି କେତେ ଖୁସି ରେ..

ନାଚିବି ମୁ ଯୋଉଦିନ ତୋ ବାହାଘର ରେ

ସିଂଦୁର ଅଳତା କୁକୁଂମ ରେ ପ୍ରିୟା
ଦିସୁ ଥିବୁ ନାଲି ନାଲି 
ଦିସୁ ଥିବୁ ନାଲି ନାଲି 
ଓ.....
ଛାତିରେ ଚାପି ମୁ ଅସରା କୋହ କୁ
ହସୁ ଥିବି ଖିଲୀ ଖିଲୀ 
ହସୁ ଥିବି ଖିଲୀ ଖିଲୀ 

ତୁ ବୁଝି ଜିବୁ ମୁ ଅଛି କେତେ ଭଲ ରେ

ନାଚିବି ମୁ ଯୋଉଦିନ ତୋ ବାହାଘର ରେ..
ନାଚିବି ମୁ ଯୋଉଦିନ ତୋ ବାହାଘର ରେ...
ନାଚିବି ମୁ ଯୋଉଦିନ ତୋ ବାହାଘର ରେ.....


ତୋ ବାହା ବେଦୀରେ ଆଉ କାହା ହାତରେ
ପଡିବ ତୋ ହାତ ଗଣ୍ଠୀ
ପଡିବ ତୋ ହାତ ଗଣ୍ଠୀ
ଦେଖୁଥିବି ହେଲେ ପାଦ ତଳୁ ମୋର 
ଖାସୀ ପଡୁ ଥିବା ମାଟି
ଖାସୀ ପଡୁ ଥିବା ମାଟି

ତୁ ବୁଝି ଜିବୁ ମୁ ଅଛି କେତେ ଶାନ୍ତିରେ.

ନାଚିବି ମୁ ଯୋଉଦିନ ତୋ ବାହାଘର ରେ..
ନାଚିବି ମୁ ଯୋଉଦିନ ତୋ ବାହାଘର ରେ...
ନାଚିବି ମୁ ଯୋଉଦିନ ତୋ ବାହାଘର ରେ..........




ଭଲ ଲାଗିଲେ  SHARE କରନ୍ତୁ 
ଅଲ୍ଓଡ଼ିଆସଗଂସ୍ ଡଟ୍ କମ୍....