Showing posts with label Human Sagar Hits. Show all posts
Showing posts with label Human Sagar Hits. Show all posts

Monday, April 22, 2019

April 22, 2019

Sukha Re Tha Lo Tu Dukha Re Rahuchi Mun Lyrics





Sukha Re Tha Lo Tu Dukha Re Rahuchi Mun Lyrics


ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 

କାହାର ହବୁନି ତୁ ..
ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 
କାହାର ହବୁନି ତୁ ....

କଥା ଦେଇ ପ୍ରିୟା କଥା ରଖି ଲୁନି
ବାହା ହେଇ ଯିବୁ ଲୋ ତୁ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ବଧୁ ବେସେ ଆଜି ମୁଁ 

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ..
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ....
ଦୁଖଃ ରେ ରହୁଚି ମୁଁ ........

ତୋ ଛଳନା କୁ ପ୍ରେମ ଭାବୀ ବିସ୍ୱାସ କଲି 
କଲୁ ଲୋ ତୁ ପ୍ରତାରଣା
ନିଜ ଠୁ ନିଜର ତତେ କାହିଁ ଭାବିଲି 
ଦେଲୁ ଲୋ ଖାଲି ଯନ୍ତ୍ରଣା
 
ଯନ୍ତ୍ରଣା ରେ ଛଟ ପଟ ହଉଚି ମନ 
ସହି ପାରୁନି ଲୋ ଜମା 
ବାଧୁଚୀ କହି ଦେବି ମନ ର କଥା 
କହି ପରୁନି ଲୋ ଜମା 

ମୋ ଆଖି ଲୁହ କୁ କଜଳ କରି 
ମୋ ଆଖି ଲୁହ କୁ କଜଳ କରି 
ଲଗେଇ ଦେ ଲୋ ତୁ

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ...
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ .....
ଦୁଖଃ ରେ ରହୁଚି ମୁଁ .........

ସି ସିନ୍ଦୁର ତୋର ଲାଗିଲା ପରେ 
ଭୁଲି ଯିବୁ ପଛ ଦିନ 
ଭୁଲି ପରିବିନୀ ତତେ ମୁ ଲୋ କେବେ 
ଝୁରୀବ ଲୋ ମୋ ମନ 

ହସ ଟିକେ ମାଗି ଥିଲି ତତେ ଲୋ ପ୍ରିୟା 
ଦେଲୁ ତୁ ଲୁହ ଶ୍ରାବଣ 
ଅଭିସାପ ଦବାକୁ ମୋ ମନ କହୁନି
ଖୁସୀ ରେ କଟୁ ତୋ ଦିନ 

ମୋ ଛାତିର ଲହୁ ରେ ଅଳତା କରି 
ମୋ ଛାତିର ଲହୁ ରେ ଅଳତା କରି 
ଲଗେଇ ଦେ ଲୋ ତୁ 

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ...
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ..... 
ଦୁଖଃ ରେ ରହୁଚି ମୁଁ ............


Thursday, April 18, 2019

April 18, 2019

E Mana Mo Mana Lyrics - Humane Sagar New Song


E Mana Mo Mana Lyrics - Humane Sagar New Song

ହୋ ଓ ଓ .. ହୋ ଓ ଓ ..


ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

କାଇଁ ଦିନରେ ଦେଖୁଚୁ ସୁନା ସପନ
ଏ ମନ ମୋ ମନ ରେ ମୋ ମନ
କାଇଁ ଉଁଆସେ ଖୋଜୁଚୁ ପୁନେଇ ଜହ୍ନଁ

ଫେରି ଗଲା ଯିଏ ଫେରି ବାକୁ ଆଉ
ଫେରି ଗଲା ଯିଏ ଫେରି ବାକୁ ଆଉ ନାହିଁ ତା ମନ

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

ଭାରୀ ସରଳିଆ ଭାରୀ ତୁ ନିରିହ
ଲୁଚି ଲୁଚି କାଇଁ ପିଉଚୁ ଲୁହ
ଭାରୀ ବେଇମାନୀ ଭାରୀ ସେ ନିର୍ଦୟ
ଭାଙ୍ଗି ଦେଇ ଗଲ ତୋ ହୃଦୟ

ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ
ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ ନାହିଁ ତା ମନ

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

ହୋ ହୋ ଓ ଓ
ହୋ ହୋ ଓ ଓ

କାହିଁକି ଅତେ ତୁ ପାଉଚୁ ରେ ଭଲ
ସିଏ କି ବୁଝିବ ତୋ ପ୍ରେମ ର ମୂଲ
ହୋ
ସ୍ବାର୍ଥ ସାରି ଗଲେ କିଏ ବା କାହାର
ମଧୁଶାଳା ଏଠି ଏକା ମୁଁ ନିଜର

ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ହୃଦୟ ହୀନ

ଏ ମନ ମୋ ମନ ରେ ମୋ ମନ
ଏ ମନ ମୋ ମନ ରେ ମୋ ମନ

ତୋ ମନ ତୋ ମନ..
ତୋ ମନ ତୋ ମନ....
ତୋ ମନ ତୋ ମନ......





Tuesday, April 16, 2019

April 16, 2019

Bhija Bhija Rasta Re Aaji To Bata Chahni Rahichi Lyrics



ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି
ହୋ
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି

ଗଲୁ ଯୋଉ ବାଟରେ ଆ ଫେରି ସେ ବାଟରେ 
ଗଲୁ ଯୋଉ ବାଟରେ ଆ ଫେରି ସେ ବାଟରେ 

ତୁ ବୋଧେ ଜାଣିନୁ ତୋ ପାଇ ମୁଁ ଜିଇଁଚି

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି

ରାତିରେ ଆଖିରେ ସପନ୍ନେ ଆସୁଚୁ 
ସକାଳେ ସଂଜରେ ତୁ ମନେ ପଡୁଚୁ
ଗଲା ବେଳେ କାଇଁ କହିଲୁନି
ନୀ ରଗିଚୁ ନା ରୁଷିଚୁ

ଏକା ଏକା ଦରିଆ କୁଳେ ତୋ ବାଟ ଚାହିଁ ରହିଚି

ଅଛୁ କହ କୋଉଠି ଅଛୁ କହ କେମିତି
ଦେଖିଯା ଆସି ମୁଁ ହାରିଚୀ ନା ଜିତିଚି 

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି..
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି.......

ତୋ ବିନା କାହାଣୀ ଲେଖିଚୀ ଅଧୁରା
ତୋ ବିନା ଜୀବନ ଗୀତ ମୋ ବେସୁରା
ରାତି ଦିନ ଏଇ ଦି ଆଖିରେ ନାଚେ ତୋର ଚେହେରା 

ଧୁଆଁ ଧୁଆଁ ସଧ୍ୟାରେ ଆଜି ତୋ ବାଟ ଚାହଁ ରହିଚୀ
ଆସି ତୋର ବିରହ ଜାଳିଦିଏ ହୃଦୟ 

ତୋ କଥା ଆଜି ମୋ ଭାରୀ ମନେ ପଡୁଚୀ

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି..
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି........

Sunday, April 7, 2019

April 07, 2019

Bhanga Hrudaya Humane Sagar New Song Lyrics

Bhanga Hrudaya Humane Sagar New Song Lyrics


ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ...

ଓ ପ୍ରିୟା ରେ ଜଲେ ନିଆଁ ରେ (୨)
ତୋ ପାଇଁ ଆଜି ମୁଁ.....

ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ..
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ ....


ଜାଣି ମୁଁ ନଥିଲି ପ୍ରେମ ର ମାନେ ଅମିତିକା ହବ ବୋଲି
ତୋ ସାଥିରେ ମୁଁ ବାଟ ଚାଲୁ ଚାଲୁ ବାଟ ବଣା ହେବି ବୋଲି
ଓ...
କି ଦିନ କି ରାତି କି ଖରା କି ତାତି ସବୁ ଥିରେ ତୋ ସ୍ମୁତୀ
କେମିତି ଭୁଲିବୀ ପ୍ରିୟା ତୁ କହଲୋ ତୋର ସେଇ ପ୍ରତିସୃତି

ଓ ପ୍ରିୟା ରେ ଭୁଲି ଗଲୁ ରେ (୨)
ବଞ୍ଚି ପାରୁନି ମୁଁ....

ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ..
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ ....

ମନ ରାଇଜ ରେ ଗଢି ଥିଲୀ ଘର ପ୍ରିୟା ତୁ  ରହିବୁ  ବୋଲି
ବାଲୀ ଘର ପରି ମନ ତୁ  ଭାଙ୍ଗିଲୁ ହସ ନାହଁ ଲୁହ ଖାଲି
ଗୋଲାପି ଓଠରେ ଥିଲା ତୋର ବିସ ମୁଁ ଜାଣି ପାରି ଲିନି
ବିସ୍ବାସ ଭାଙ୍ଗିଲୁ ତୁ ହେଲୁ ସ୍ବାର୍ପଥର ତତେ କେବେ ଭୁଲି ବିନି

ଓ ପ୍ରିୟା ରେ ତୋ ପାଇଁ ରେ(୨)
ଜାଯା ବାର ହେଲି ମୁଁ...

ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ..
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ....
ମୁ ଯେମିତି କୁଆଁରା ରହି ଗଲୀ ତୁ ସେମିତି କୁଆଁରୀ ରହିଯିବୁ......

ଓ ଓ ଓ ଓ...




Friday, April 5, 2019

April 05, 2019

Mana Ku Bhangilu New Odia Song Lyrics - AllOdiaSongs.Com

Mana Ku Bhangilu New Odia Song Lyrics


ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ 
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ....

ଅମିତିକା ଛଳନା କାହିଁ କଲୁ ତୁ 
ଅମିତିକା ବହାନା କାହିଁ କଲୁ ତୁ 

ଲୁହ ଦେଇ କଷ୍ଟ ଦେଇ ଭୁଲି ଗଲୁ ତୁ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ......

ଯୋଗ୍ୟ ନୁହେ ତୋ ପାଇଁ ମୁଁ ତୁ ଜାଣି ଥିଲୁ
କାହିଁ କି ଭରସା କହ ମତେ ଲୋ ଦେଲୁ
ହୋଓ.....
ଭାବିଥିଲି ଆକାଶ ରୁ ତୋଳିବି ଚାନ୍ଦ 
ତୋ ମିଛ ପ୍ରେମ ରେ ପଡି ଥିଲି ମୁଁ ଅନ୍ଧ

ପାଗଲ ଏ ମନ ଝୁରେ ଖାଲି ତତେ
ଜଣେନା କୀ ଧୋକା ଦେଲୁ ମତେ

ତୋ ପାଇଂ ସବୁ ଛାଡିଲି ପର କଲୁ ତୁ ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ......

ଥିଲା ଆସା ଅଶୁମାରୀ ଭାଙ୍ଗିଲୁ ସବୁ
କେତେ କଥା କେତେ ରାତି ଭୁଲିବୁ ତୁ 

ମୋ ପ୍ରେମକୁ କଂଳକିତ କରିଲୁ ସିନା
କାହାକୁ କହିବି କଷ୍ଟ ଦିଏ ଭାବନା 

କେଉଁ ସୁଖ ପାଇଁ ବାଟ ଭାଙ୍ଗି ଗଲୁ
କାହିଁ ମୋ ସାଥେ ପ୍ରତାରଣା କଲୁ 

ଗଢି ବାକୁ କଥା ଦେଇ ଭାଙ୍ଗି ଦେଲୁ ତୁ......

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ.....
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ.........



Tuesday, April 2, 2019

April 02, 2019

Atakila Niswas-Mun Bhabithili Tate Nijara Lyrics- AllOdiaSongs.Com


Atakila Niswas-Mun Bhabithili Tate Nijara Lyrics

ମୁଁ ଭାବୀ ଥିଲି ତତେ ନିଜର ଲୋ
କରି ଦେଲୁ ସାତ ପର ତୁ କରି ଦେଲୁ ସାତ ପର ......

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......1

ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ
ମୋ ହସ ହେଲା ଲୋ ତୋ ପାଇଁ ଆଜି ଶେଷ
ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ

ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି
ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି

ପ୍ରେମ କୁ ମୋର  ପ୍ରେମ କୁ ମୋର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......2

ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ
ହୋ ଓ..
ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ

ମୋ ପ୍ରେମ କୁ ଭାବୀ ଲୁ ତୁ ଅତେ ମୁଲ୍ୟ ହୀନ
ନିର୍ଦୟ ହେଲୁ ତୁ ମତେ କଲୁ ହିନୀମାନ

କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 
କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 

ହେଲୁ ପଥର ତୁ ହେଲୁ ପଥର 

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......3

ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ
ହାଏ...
ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ

ସ୍ବାର୍ଥ ପର ତୋ ହୃଦୟ ଦୁଖ ଦେଇ ଜାଣେ
ମୁ ଯେମିତି କାନ୍ଦିଚୀ ଲୋ ତୁ କାନ୍ଦିବୁ ଦିନେ

ଛାତିକୁ ମୋ ଦେଲୁ ଚିରି
ହୃଦୟ ହୀନା ଟେ ପରି
ଛାତିକୁ ମୋ ଦେଲୁ ଚିରି 
ହୃଦୟ ହୀନ ଟେ ପରି

ହେଲୁ ନିଷ୍ଟୁର ତୁ ହେଲୁ ହେଲୁ ନିଷ୍ଟୁର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......4

ଆ.....ଆ.........
ତୋ ପାଇଁ ତୋ ସିନ୍ଦୁର.........................


Related Tags - Atikila Niswas Humane Sagar New Song,Mun Bhabithili Tate Nijara New Odia Song,Odia Sad Romantic Song,Humane Sagar New Song.

Friday, March 29, 2019

March 29, 2019

Nachibi Mu Jou Dina To Bahaghara Re Lyrics - AllOdiaSongs.Com

Nachibi Mu Jou Dina To Bahaghara Re Lyrics

ଭାବୁଚୁ କି ପ୍ରିୟା ଅଛି ମୁ ଦୁଖଃ ରେ 
ସାରା ରାତି ଚେଈଂ ଭିଜୁଚୀ ଲୁହ ରେ
ତୁ ବୁଝିବୁ ମୁ ଅଛି କେତେ ଖୁସି ରେ..

ନାଚିବି ମୁ ଯୋଉଦିନ ତୋ ବାହାଘର ରେ

ସିଂଦୁର ଅଳତା କୁକୁଂମ ରେ ପ୍ରିୟା
ଦିସୁ ଥିବୁ ନାଲି ନାଲି 
ଦିସୁ ଥିବୁ ନାଲି ନାଲି 
ଓ.....
ଛାତିରେ ଚାପି ମୁ ଅସରା କୋହ କୁ
ହସୁ ଥିବି ଖିଲୀ ଖିଲୀ 
ହସୁ ଥିବି ଖିଲୀ ଖିଲୀ 

ତୁ ବୁଝି ଜିବୁ ମୁ ଅଛି କେତେ ଭଲ ରେ

ନାଚିବି ମୁ ଯୋଉଦିନ ତୋ ବାହାଘର ରେ..
ନାଚିବି ମୁ ଯୋଉଦିନ ତୋ ବାହାଘର ରେ...
ନାଚିବି ମୁ ଯୋଉଦିନ ତୋ ବାହାଘର ରେ.....


ତୋ ବାହା ବେଦୀରେ ଆଉ କାହା ହାତରେ
ପଡିବ ତୋ ହାତ ଗଣ୍ଠୀ
ପଡିବ ତୋ ହାତ ଗଣ୍ଠୀ
ଦେଖୁଥିବି ହେଲେ ପାଦ ତଳୁ ମୋର 
ଖାସୀ ପଡୁ ଥିବା ମାଟି
ଖାସୀ ପଡୁ ଥିବା ମାଟି

ତୁ ବୁଝି ଜିବୁ ମୁ ଅଛି କେତେ ଶାନ୍ତିରେ.

ନାଚିବି ମୁ ଯୋଉଦିନ ତୋ ବାହାଘର ରେ..
ନାଚିବି ମୁ ଯୋଉଦିନ ତୋ ବାହାଘର ରେ...
ନାଚିବି ମୁ ଯୋଉଦିନ ତୋ ବାହାଘର ରେ..........




ଭଲ ଲାଗିଲେ  SHARE କରନ୍ତୁ 
ଅଲ୍ଓଡ଼ିଆସଗଂସ୍ ଡଟ୍ କମ୍....