E Mana Mo Mana Lyrics – Humane Sagar New Song
 
ହୋ ଓ ଓ .. ହୋ ଓ ଓ ..
ଏ ମନ ମୋ ମନ.. ରେ ମୋ ମନ….
ଏ ମନ ମୋ ମନ.. ରେ ମୋ ମନ….
ଏ ମନ ମୋ ମନ.. ରେ ମୋ ମନ….
ଏ ମନ ମୋ ମନ.. ରେ ମୋ ମନ….
କାଇଁ ଦିନରେ ଦେଖୁଚୁ ସୁନା ସପନ
ଏ ମନ ମୋ ମନ ରେ ମୋ ମନ
କାଇଁ ଉଁଆସେ ଖୋଜୁଚୁ ପୁନେଇ ଜହ୍ନଁ
ଫେରି ଗଲା ଯିଏ ଫେରି ବାକୁ ଆଉ
ଫେରି ଗଲା ଯିଏ ଫେରି ବାକୁ ଆଉ ନାହିଁ ତା ମନ
ଏ ମନ ମୋ ମନ.. ରେ ମୋ ମନ….
ଏ ମନ ମୋ ମନ.. ରେ ମୋ ମନ….
ଭାରୀ ସରଳିଆ ଭାରୀ ତୁ ନିରିହ
ଲୁଚି ଲୁଚି କାଇଁ ପିଉଚୁ ଲୁହ
ଭାରୀ ବେଇମାନୀ ଭାରୀ ସେ ନିର୍ଦୟ
ଭାଙ୍ଗି ଦେଇ ଗଲ ତୋ ହୃଦୟ
ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ
ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ ନାହିଁ ତା ମନ
ଏ ମନ ମୋ ମନ.. ରେ ମୋ ମନ….
ଏ ମନ ମୋ ମନ.. ରେ ମୋ ମନ….
ହୋ ହୋ ଓ ଓ
ହୋ ହୋ ଓ ଓ
କାହିଁକି ଅତେ ତୁ ପାଉଚୁ ରେ ଭଲ
ସିଏ କି ବୁଝିବ ତୋ ପ୍ରେମ ର ମୂଲ
ହୋ
ସ୍ବାର୍ଥ ସାରି ଗଲେ କିଏ ବା କାହାର
ମଧୁଶାଳା ଏଠି ଏକା ମୁଁ ନିଜର
ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ହୃଦୟ ହୀନ
ଏ ମନ ମୋ ମନ ରେ ମୋ ମନ
ଏ ମନ ମୋ ମନ ରେ ମୋ ମନ
ତୋ ମନ ତୋ ମନ..
ତୋ ମନ ତୋ ମନ….
ତୋ ମନ ତୋ ମନ……

Leave a Reply

Your email address will not be published. Required fields are marked *