Lolipop Odia Dance Song Rani Panda Full Mp3

Welcome back to AllOdiaSongs.Com. Today a new Odia Song released – Lolipop Song released by the popular singer Satyajit , Navia . Its A dnace number song and rani panda dance is awesome. You can read Humane Sagar latest song Hai Hai Mo Dil (Bala 2019) Thanks To All Of You Enjoy Your Day.

About Song :

✽ Song – Lolipop Odia Dance Song Rani Panda Full Mp3

✽ Singer – Satyajit , Navia

✽ Music Director – Malaya Mishra

✽ Lyricist – Dr. Nirmal Nayak

Lolipop Odia Dance Song Rani Panda Full Lyrics

F-ଗୁଦୁଲୁଗୁମା ବୟସ ଛମା ମୋ ଜବାନି ରାମା ରଫ ଟଫ

ଗୋଟେ ଚୁମ୍ମା ରେ ଝାମା କରିବି ଜମା ଦେବିନି କମା ଫୁଲ ଷ୍ଟପ୍

ଯା ଗାଲରେ ଲାଗିବ ମୋର LIPSTICK DROP

ସିଏ ମାନିବ ମୋ ଆଗରେ ସବୁ HEROINE FLOP

M-କୋଉଠି ଥିଲୁ ଚିକିନି ଲୈଲା ଇଣ୍ଡିଆ ସାରା ମାର୍କେଟ ନେଲା

କମରିଆ ତୋ ଲପ ଲପ ଲପ

F-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

M-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ -(0)

କିଏ କହେ ମୁଁ CHEWING GUM

କିଏ କହୁଛି RED WINE RUM

ମୋ DARLING ରେ ମୁଁ ନୂଆ ITEM

କଞ୍ଚା ଫିଗର ମୋ TARA RUM PUM

କଞ୍ଚା ଫିଗର ମୋ TARA RUM PUM

ଛୁଇଁ ଦେଲେ ତୁ ବୁଝିଯିବୁ ଦମ

ଫୁଟିଯିବି ରେ ମୁଁ PARCEL BOMB

ଆଖିରେ ଆଖି ଥରୁଟେ ଖାଲି କରିଦେ CONNECTION

ଆଜି ରାତି ଟା ଯେତେ କରୁଛୁ କରି ଯା CORRUPTION

M-କୋଉଠି ଥିଲୁ HOT WALI- ପିଲେଇ ଦେ ତୋ ଓଠର HONNY- ଝରି ପଡୁଛି ଥପ ଥପ ଥପ

F-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

M-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ -(1)

F-HEY COMEN BABY CHANCE ଦେଵି ଲେଇଯା ମୋର DIL କି ଚାବି

LOOK ରେ ମୋର ଗଲେ ତୁ ଡୁବି ହେଇଯିବୁ ରେ FULL ଶରାବି—

F-ମୋରି ପାଇଁ ତୁ ଲୁଟେରା ବନିଯା – ଡରି ଯାଆନି ଦିଲ ଲୁଟି ଯା

ଧରା ପଡିଲେ ମୋ ଚୁନୁଁରି ତଳେ JAIL –

ଆଜି ର ମଜା ଆଜି ଲେଇଲେ – ବୁଝିଯିବୁ ରେ ସଜା ପାଇଲେ

ଥରେ ଆସିଲେ ହେ ଆଉ ମାଗିବୁ ନାହିଁ BAIL – ମାଗିବୁ ନାହିଁ BAIL

ଥରୁଟେ ଯଦି ଲୁଚେଇଦେଲେ ପକେଇ HAND CUFF

ପୋଲିସ ଵାଲା ପାଇବେ ନାହିଁ ହବରେ MOOD OFF

M-ଦେ ଦେ ଦେ ଦେ ଦେଖିଲା ଦିନୁ ତତେ ଲୋ ଛୋରୀ ଛାତିରେ ଚାଲେ PCR ଗାଡି ବତୀ ଜଳୁଛି ଧପ୍ ଧପ୍ ଧପ୍

F-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

M-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ -(2)

F-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ

ଲଲିପପ ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

M-ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ

ଲଲିପପ ଲଲିପପ ଦେ ଦେ ଲଲିପପ — ଲଲିପପ ଲଲିପପ ଦେ ଦେ ରେ ଲଲିପପ


Click Here To Download Full Mp3 Song

Leave a Reply

Your email address will not be published. Required fields are marked *