To Pakhe Hariba Saja Alaga Odia Song Lyrics

Welcome back to AllOdiaSongs.Com. Today a new Odia Song relesed –To Pakhe Hariba Saja Alaga released by the popular singer Humane Sagar. You can also read Humane Sagar latest song Chhi Chhi Lo Kemitika Jhia. Thanks To All Of You Enjoy Your Day.

To Pakhe Hariba Saja Alaga Odia Song Lyrics

M-ଓ ଓ ଓ
ତୋ ପାଖେ ହାରିବା ସଜା ଅଲଗା
ତୋ କଥା ଭାବିବା ସଜା ଅଲଗା

F-ତୋ ହାତ ଧରିବା ସୁଖ ଅଲଗା

ତୋ ସାଥେ ଚଳିବା ସ୍ମୃତି ଅଲଗା

M– ମୁ ମିଠା ଝିଅଟେ ଫୁଲେଇ ଫୁଲ ଟେ
ତୋ ପାଈଂ ମୁଁ ତୋ ପାଇଂ ବ୍ୟସ୍ତ ରେ

F– ଇଶ୍କ୍ ବାଲା ପ୍ୟାର୍ ତୋର ଝଟ୍କା ଦେଲା ରେ
ପାଗଳାମି ଭଲ ଲାଗେ ତୋ ପ୍ରେମ ରେ

m– ଇଶ୍କ୍ ବାଲା ପ୍ୟାର୍ ତୋର ଝଟ୍କା ଦେଲା ରେ
ପାଗଳାମି ଭଲ ଲାଗେ ତୋ ପ୍ରେମ ରେ
ବାସନାରେ ତୋ ଦେହର ବାସ୍ନା
ତତେ ପାଉଚି ଖୋଜି ମୋ ତୃଷ୍ଣାରେ
ସ୍ବପ୍ନ ରେ ତୋ ମିଠା ସ୍ବପ୍ନ ରେ
ବିନା କାରଣେ ଭିଯେ ମୁଁ ଯୋଷ୍ଣା ରେ

f– ଯୋସ୍ନାରେ ସିତଳ ଯୋସ୍ନାରେ
ମୁଁ ଭିଜୁଚି ବସି ତୋ ପାଇଂ ରେ

ଦୁର ରେ ତୁ ଥିଲେ ଦୁରରେ
ତତେ ପଚାରିବିନି ମୁଁ ପ୍ରସନାରେ

m-ତୁ ମିଠା ଗୀତ ଟେ ଚନ୍ଦନ ବନଟେ
ତୋ ବିନା ହଁ  ତୋ
ବିନା  ମରିଯାଏରେ
 F– ଇଶ୍କ୍ ବାଲା ପ୍ୟାର୍ ତୋର
ଝଟ୍କା ଦେଲା ରେ
ପାଗଳାମି ଭଲ ଲାଗେ ତୋ ପ୍ରେମ ରେ
m– ଇଶ୍କ୍ ବାଲା ପ୍ୟାର୍ ତୋର ଝଟ୍କା ଦେଲା ରେ
ପାଗଳାମି ଭଲ ଲାଗେ ତୋ ପ୍ରେମ ରେ

F– ଓଠ ରେ ତୁ ମୋ ଓଠରେ
ଲାଖି ରହିଥା ସତେ ମୋ ହସରେ
ଆଖିରେ ୟେଇ ମୋ ଆଖିରେ
ଦେଲୁ ଗୋଲାପି ନିଦ ତୁ ସାଥିରେ

M– ହଁ

ଛୁଆଁରେ ତୋ ମିଠା ଛୁଆଁ ରେ
ମତେ ଜଲେଇ ଦେଲୁ ତୋ ନିଆଁରେ
ହସରେ ତୋ ମିଠା ହସରେ
ମତେ ପକେଇ ଦେଲୁ ପ୍ରେମ ଫାସରେ

f-ତୁ ମିଠା ଗପଟେ ପବିତ୍ର ପାପଟେ
ତୋ ବିନା ହଁ ତୋ ବିନା ନାହି ଭଲରେ

F– ଇଶ୍କ୍ ବାଲା ପ୍ୟାର୍ ତୋର ଝଟ୍କା ଦେଲା ରେ
ପାଗଳାମି ଭଲ ଲାଗେ ତୋ ପ୍ରେମ ରେ
m– ଇଶ୍କ୍ ବାଲା ପ୍ୟାର୍ ତୋର ଝଟ୍କା ଦେଲା ରେ
ପାଗଳାମି ଭଲ ଲାଗେ ତୋ ପ୍ରେମ ରେ

Leave a Reply

Your email address will not be published. Required fields are marked *