Bhanga Hrudaya Female Version By Amrita Nayak

Hello Friends , Welcome To AllOdiSongs.Com . Today a new Odia Song – Bhanga Hrudaya Female Version  by the popular singer Amrita Nayak. It Is a sad song remake of Humane Sagar .

 
 
Bhanga Hrudaya Female Version By Amrita Nayak
 
 
Song – Bhanga Hrudaya
Singer – Amrita Nayak
Lyrics – Nilu
Producer – Abhijeet Hati
Poster Design – Rahul
Production – CS Music Production
 
 
Bhanga Hrudaya Humane Sagar New Song Lyrics
 
ହୋ ଓ ହୋ ଓ …
 
ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
 
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ…..
 
ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ…
 
ଓ ସାଥୀ ରେ ଜଳେ ନିଆଁ ରେ (୨)
ତୋ ପାଇଁ ଆଜି ମୁଁ…..
 
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା
ରହିଯିବୁ……
 
କଣ୍ଢେଇ ଭାବୀ ତୁ ଖେଲିଲୁ ମୋ ସାଥେ ମୁଁ ଜାଣି ପରିଲିନୀ
ତୋ ସାଥିରେ ମୁ ବାଟ ଚାଲୁ ଚାଲୁ ବାଟ ବଣା ହେଇ ଗଲି 
କି ଦିନ କି ରାତି କି ଖରା କି ତାତି ସବୁ ଥିରେ ତୋ ସ୍ମୁତୀ
କେମିତି ଭୁଲିଲୁ ସାଥୀ ତୁ କହେରେ ଦେଇ ମତେ ପ୍ରତିସୃତି
 
ହେଇ ଗଲୁ ରେ ବେଇମାନ ରେ (୨)
କେମିତି କହ ତୁ ….
 
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା
ରହିଯିବୁ….
 
ତୋ ମନ ରା ରାଣୀ କରି ଥିଲୁ ମତେ ହୃଦୟ ରେ ଜାଗା ଦେଇ
ଅମିତି ଭାଙ୍ଗିଲୁ ହୃଦୟ କୁ ମୋର ପାରୁନି ରେ ମୁଁ ଯୋଡି
ଭାଙ୍ଗା ହୃଦୟ ରେ କେମିତି ବଞ୍ଚିବୀ ତୋ ଠାରୁ ଅଲଗା ହେଇ
ମରିବାକୁ ଇଛା ହଉଚି ହେଲେ ରେ ମୁଁ ମରି ପାରୁ ନାହିଁ 
 
ଓ ସାଥୀ ରେ ଜାଣି ଗଲୀ ରେ (୨)
ହୃଦୟ ହୀନ ତୁ ……
 
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା
ରହିଯିବୁ….
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
 
ହୋ ହୋ ଓ ଓ ….

 

Leave a Reply

Your email address will not be published. Required fields are marked *