Jibana Thiba Jaye Sathire Female Version Lyrics

Welcome to All AllodiaSongs.Com Users.Today a new sad song is relesed – Tora Kana Jiba By Humane Sagarand By the best music director Manas Kumar. This Song released By the YouTube channel –  PADMA HITS. Thanks To All Of You Enjoy Your Day. About Song : ✽ Song : Jibana Thiba Jaye (Ijazat) Female✽ Singer : Aseema Panda✽ Lyrics : Puspak Parida✽ Music Director : Abinash Mishra Jibana Thiba Jaye Sathire Female Version Lyrics ଜୀବନ ଥିବା ଯାଏ ତୋ
ସାଥିରେ
ଜିଈଂ ବାକୁ ମତେ
ଟିକେ ଦେ ଇଜ଼ାଜତ
ସ୍ପଦନ ଥିବା ଯାଏ
ମୋ ସାଥିରେ
କରୁ ଥିବି ତତେ
ବେପନ୍ହା ମୋହବତ୍  
ଜୀବନ ର ଅଙ୍କା ବଙ୍କା
ବାଟରେ  
ଆସା ଅଛି ଚାଲିବୁ ମୋ
ସାଥିରେ
ମଗୁଚୀ ମୁଁ ଟିକେ
ତୋର ସେହାମତ୍
 ଜୀବନ ଥିବା ଯାଏ ତୋ
ସାଥିରେ
ଜିଈଂ ବାକୁ ମତେ
ଟିକେ ଦେ ଇଜ଼ାଜତ
 ସ୍ବପ୍ନ ରେ ମୋ
ଆଖିର ସ୍ବପ୍ନ ରେ ରହିଚୁ ଅମିତି
ଆକସେ ସକାଳ ର ଆକାସେ
ସୁରୁଜ ଯେମିତି
ତୋ ସ୍ବପ୍ନରେ ହଜି
ଗଲା ପରେ ପାଉନୀ ମୁଁ ଫୁରୁସତ୍
 ଜୀବନ ଥିବା ଯାଏ ତୋ
ସାଥିରେ
ଜିଈଂ ବାକୁ ମତେ
ଟିକେ ଦେ ଇଜ଼ାଜତ
ସ୍ପଦନ ଥିବା ଯାଏ
ମୋ ସାଥିରେ
କରୁ ଥିବି ତତେ
ବେପନ୍ହା ମୋହବତ୍  
 ନିସ୍ବାସ୍ ଯେବେ ଜାଏ
ନିସ୍ବାସ୍ ଚାଲିବ ଦେହରେ
ବିସ୍ବାସ୍ ତୋ ପାଇଂ
କି ବିସ୍ବାସ୍ ଥିବ ମୋ ଭିତରେ
ମୋ ଭିତରେ ତତେ ମୁଁ
ପାଏ ରେ ହର ଘଡି ହର ବକ୍ତ୍
ଜୀବନ ଥିବା ଯାଏ ତୋ
ସାଥିରେ
ଜିଈଂ ବାକୁ ମତେ
ଟିକେ ଦେ ଇଜ଼ାଜତ୍
ସ୍ପଦନ ଥିବା ଯାଏ
ମୋ ସାଥିରେ
କରୁ ଥିବି ତତେ
ବେପନ୍ହା ମୋହବତ୍  
 ଜୀବନ ର ଅଙ୍କା ବଙ୍କା
ବାଟରେ
ଆସା ଅଛି ଚାଲିବୁ ମୋ
ସାଥିରେ
ମାଗୁଚୀ ମୁଁ ଟିକେ
ତୋର ସେହେମତ୍
……. 

Leave a Reply

Your email address will not be published. Required fields are marked *