Kanhiki Aakhi Tu Kanduchu Re Odia Song Lyrics

Kanhiki Aakhi Tu Kanduchu Re Odia Song Lyrics
 
କାହିଁକି ଆଖି ତୁ
କାନ୍ଦୁଚୁ ରେ  
କାହିଁକି ମନ ତୁ
ଝୁରୁଚୁ ରେ
ହୋ ଓ ହୋ ଓ
କାହିଁକି ଆଖି ତୁ
କାନ୍ଦୁଚୁ ରେ 
କାହିଁକି ମନ ତୁ
ଝୁରୁଚୁ ରେ
ଭୁଲି ଗଲା ଯିଏ ଭୁଲି
ଯାଉ
ଚାଲି ଗଲା ଯିଏ ଚାଲି
ଯାଉ
କାହିଁକି ତା ବାଟ ଚାହିଁଚୁ
ରେ ଚାହିଁଚୁ ରେ
ମନ ରେ ମନ ରେ
କାହିଁକି ଜଳି ତୁ
ମରୁଚୁ ରେ ..କାହିଁକି ଜଳି ତୁ ମରୁଚୁ ରେ
ମନ ରେ ମନ ରେ
କାହିଁକି ଜଳି ତୁ
ମରୁଚୁ ରେ ..
କାହିଁକି ଜଳି ତୁ
ମରୁଚୁ ରେ…. ମରୁଚୁ ରେ.. ମରୁଚୁ ରେ
 
ଏ ଦୁନିଆ ଟା ଗୋଟେ
ସ୍ବାର୍ଥପର 
ସ୍ବାର୍ଥ ସରି ଗଲେ କିଏ
ବା କାହାର
ହୋ ହୋ ହୋ
ଏଦୁନିଆ ଟା ଗୋଟେ
ସ୍ବାର୍ଥପର
ସ୍ବାର୍ଥ ସରି ଗଲେ କିଏ
ବା କାହାର
ଆଜି ଯିଏ କରେ ତତେ
ରେ ନିଜର
କାଲି ହବ ସିଏ ତୋ
ଠାରୁ ପର
ଧୋକା ଦେଲା ଯିଏ
ଧୋକା ଦଉ
ଦୁଖ ଦେଲା ଯିଏ ଦୁଖ
ଦଉ
କାହିଁକି ତା କଥା
ଭାବୁଚୁ ରେ ଭାବୁଚୁ ରେ …
ମନ ରେ ମନ ରେ
କାହିଁକି ଜଳି ତୁ
ମରୁଚୁ ରେ
କାହିଁକି ଜଳି ତୁ
ମରୁଚୁ ରେ…. ମରୁଚୁ ରେ.. ମରୁଚୁ ରେ
ଯାହା ହୃଦୟ ରେ ଜାଗା
ଟିକେ ନାହଁ
ପାଉଚୁ ରେ ଭଲ ତାକୁ
ତୁ କାଇଂ
ହୋ ହୋ ହୋ
ଯାହା ହୃଦୟ ରେ ଜାଗା
ଟିକେ ନାହଁ
ପାଉଚୁ ରେ ଭଲ ତାକୁ
ତୁ କାଇଂ
ହୋ ଓ ହୋ ଓ
ଯାହା ହୃଦୟ ରେ ଜାଗା ଟିକେ ନାହଁ
ପାଉଚୁ ରେ ଭଲ ତାକୁ
ତୁ କାଇଂ
ଏଡେ ସେ ନିଷ୍ଠୁର ଏଡେ
ସେ ପଥର
ଭାଙ୍ଗି ଦେଇ ଗଲା
ହୃଦୟ କୁ ତୋର
ଠକି ଦେଲା ଜିଏ ଠକି ଦଉ
ଲୁହ ଦେଲା ଯିଏ ଲୁହ ଦଉ
କାହିଁକି ପୁଣି
ମରୁଚୁ ରେ ମରୁଚୁ ରେ
ମନେ ରେ ମନ ରେ
କାହିଁକି ଜଳି ତୁ
ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ
ମନେ ରେ ମନ ରେ
କାହିଁକି ଜଳି ତୁ
ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ.
କାହିଁକି ଜଳି ତୁ
ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ..
କାହିଁକି ଜଳି ତୁ
ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ…
କାହିଁକି ଜଳି ତୁ
ମରୁଚୁ ରେ.. କାହିଁକି ଜଳି ତୁ ମରୁଚୁ ରେ….



Download Mp3 Here

Leave a Reply

Your email address will not be published. Required fields are marked *

error: Protected By AllOdiaSongs !!
%d bloggers like this: