Kande Mo Hrudaya New Sad Song By Humane Sagar Lyrics

ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
 
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ

ତୁ ଭୁଲି ଗଲୁ ମତେ.. ହେଲେ
ମୁଁ ଭୁଲି ନାହିଁ ତତେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
କଥା ଥିଲା ମୋର ଏକାଠି ବଞ୍ଚିବା  ,ବଞ୍ଚି ନ ପାରିଳେ ଦୁହେଁ ମରି ଯିବା
ଭଲ ପାଇବାର
ଏ କି ଉପହାର ଥାଇ ମୋ ଆଖିରେ ଲୁହର ସାଗର
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଭୁଲି ଗଲୁ ମତେ… ହେଲେ
ମୁଁ ଭୁଲି ନାହିଁ ତତେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ  
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
କହିଥିଲୁ ମତେ କେବଳ ମୁଁ
ତୋର ଆଜି ହେଇ ଗଲୁ ତୁ ଆଉ କାହାର
ହୋ ହୋ
ପିନ୍ଧି ନେଲୁ ମଥା ରେ
ତୁ ସିନ୍ଦୁର ମତେ କରି ଦେଲୁ ତୁ ସାତ ପର
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଅମିତିକା କସ୍ଟ ଦେଲୁ ମୋ ଜୀବନ ଟା ସାରି ଦେଲୁ
ତୁ ଭୁଲି ଗଲୁ ମତେ ହେଲେ…
ମୁଁ ଭୁଲି ନାହିଁ ତତେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
ପ୍ରିୟା ରେ ପ୍ରିୟା ରେ ପ୍ରିୟା ରେ କାନ୍ଦେ ମୋ ହୃଦୟ
ରେ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ
ହୋ ଓ ଓ ହୋ ଓ ଓ ହୋ ଓ ଓ ଓ ହୋ ଓ

Leave a Reply

Your email address will not be published. Required fields are marked *