Friday, April 26, 2019

To Bina Priya Banchi Parena Lyrics


to bina priya banchi parena humane sagar

To Bina Priya Banchi Parena Lyrics

ତୋ ବିନା ପ୍ରିୟା ବଞ୍ଚି ପାରେନା
ମୋ ରାଣ ତୁ ଲୋ ଫେରି ଆସେନା
ତୋ ବିନା ପ୍ରିୟା ବଞ୍ଚି ପାରେନା
ମୋ ରାଣ ତୁ ଲୋ ଫେରି ଆସେନା

ତୋର ନୀଳ ନିଳ ଦୁଇଟି ଆଖି
ମତେ ଡାକି ନେଇ ଦେଲା ରେ ଠକି
ତୋର ନୀଳ ନିଳ ଦୁଇଟି ଆଖି
ମତେ ଡାକି ନେଇ ଦେଲା ରେ ଠକି

ତୋ ବିନା ଏକା ରହି ପରେନା
ମୋ ସାଥେ କାଈଁ କଲୁ ଛଳନା

ତତେ ଦେଲି ମନ ଭାଙ୍ଗିଲୁ ସପନ
କାହିଁ କହି ଦେରେ ଥରେ ଧନ
ତତେ କଲି ପୁଜା ଦେଲୁ ତୁ ସଜା
ବଞ୍ଚି ଥାଉ ଥାଉ ନେଲୁ ଜୀବନ

ତତେ ଦେଲି ମନ ଭାଙ୍ଗିଲୁ ସପନ
କାହିଁ କହି ଦେରେ ଥରେ ଧନ
ତତେ କଲି ପୁଜା ଦେଲୁ ତୁ ସଜା
ବଞ୍ଚି ଥାଉ ଥାଉ ନେଲୁ ଜୀବନ

ମେନ ପଡେ ସେ ଅଭୁଲା ସ୍ମୁତି
ମତେ ଜାଳେ ସେ ଦିନ ରାତି
ମେନ ପଡେ ସେ ଅଭୁଲା ସ୍ମୁତି
ମତେ ଜାଳେ ସେ ଦିନ ରାତି

ମନ ପଞ୍ଜୁରୀ ରେ ଥିଲୁ ମଇନା
ହୃଦୟ କାଟି ଚାଲି ଜାଆନା

ତୋ ବିନା ପ୍ରିୟା ବଞ୍ଚି ପାରେନା
ମୋ ରାଣ ତୁ ଲୋ ଫେରି ଆସେନା

ଓ ଓ ଓ ଓ ଓ ଓ

ମତେ କଲୁ ଘୃଣା ହେଲି ବାଟ ବଣା
କାହିଁ ଦେଲୁ ରେ ଅତେ ଯନ୍ତ୍ରଣା
ତୋ ପାଈଁ ଅଜଣା ହେଲି ମୁଁ ଖେଳଣା
ଭାଙ୍ଗି କରିଲୁ ଚୁନା ଚୁନା

ହେ ହେ ହେ

ମତେ କଲୁ ଘୃଣା ହେଲି ବାଟ ବଣା
କାହିଁ ଦେଲୁ ରେ ଅତେ ଯନ୍ତ୍ରଣା
ତୋ ପାଈଁ ଅଜଣା ହେଲି ମୁଁ ଖେଳଣା
ଭାଙ୍ଗି କରିଲୁ ଚୁନା ଚୁନା

ଭାବୁ ଥିଲି ମୁଁ ତତେ ରେ ଜହ୍ନ
ଦେଇ ଗଲୁ ତୁ ଛାତିରେ ଚିହ୍ନ
ଭାବୁ ଥିଲି ମୁଁ ତତେ ରେ ଜହ୍ନ
ଦେଇ ଗଲୁ ତୁ ଛାତିରେ ଚିହ୍ନ

ଯେତେ ଲିଭେଇଲେ ଜମା ଲିଭେନା
ତୋ ବିରହ ମୁଁ ସହି ପରେନା

ତୋ ବିନା ପ୍ରିୟା ବଞ୍ଚି ପାରେନା
ମୋ ରାଣ ତୁ ଲୋ ଫେରି ଆସେନା

ତୋ ବିନା ପ୍ରିୟା ବଞ୍ଚି ପାରେନା
ମୋ ରାଣ ତୁ ଲୋ ଫେରି ଆସେନା
ମୋ ରାଣ ତୁ ଲୋ ଫେରି ଆସେନା
ମୋ ରାଣ ତୁ ଲୋ ଫେରି ଆସେନା...


                                  Download Mp3 Here

No comments:

Post a Comment