Pheri Aasa Tame Female Version By Asima Panda Lyrics

 
Pheri Aasa Tame Female Version By Asima Panda Lyrics
 
ତମେ ବି ସେ କାଚ ଆଇନା ପରି ହେଇ ଗଲଣି
ଯିଏ ବି ତମ ସାମନା କୁ ଆସିଲା ତୁମେ ତାର ହେଇ ଗଲ
ହମ୍ ହମମ୍ ହମମ୍……ହମ୍ ହମମ୍ ହମମ୍……
ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ସିଖେଇଲ ତଥାପି ବି ଅଧା ବାକି ରହିଚି
ହମମ୍
ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ସିଖେଇଲ ତଥାପି ବି ଅଧା ବାକି ରହିଚି
ଅଧା ଗଢା ହେଇ ତୁମ ବାଟ ଚାହିଁଚି
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ……
ଅତେ ଭଲ ମଣିଷ ଟେ କାଇଁ ତୁମେ ହେଲ
ଜିଇଁ ବାର ପ୍ରତି ପାଦେ ସ୍ମତି ଢାଳି ଦେଲ
ହନମ୍
ଜୀବନ ର ଦୋ ଛକିରେ ଚାହଁଚି ମୁଁ ବସୀ
କେବ ତୁମ ସ୍ପଷ ପାଇ ଫେରିବ ମୋ ଖୁସି
 
ପାଦ ତଳୁ ଆଜି ମାଟି ଯାଉଚି ଖସି ଇ….
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ……
ଦିଗ ହରା ପଖୀ ଟିକୁ କାଇଁ ଜାଗା ଦେଲ
କଥା ଦେଇ ଫେରିବାର ବାଟ ଭୁଲି ଗଲ
ହୋ….
ଯୋଉ ଡାଳ ଧରେ ଆଜି ଡାଳ ଭାଙ୍ଗି ଯାଏ
ଯୋଉ ବାଟେ ପାଦ ଦେଲେ ପାଦ ଥକୀ ଯାଏ
 
ଆଖି ପାହାନ୍ତା ରୁ ସ୍ୱପ୍ନ ଦୁରେଇ ଯାଏ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ………

Leave a Reply

Your email address will not be published. Required fields are marked *