Mana Ku Bhangilu New Odia Song Lyrics – AllOdiaSongs.Com
Mana Ku Bhangilu New Odia Song Lyrics
ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମନ
କୁ ଭାଙ୍ଗିଲୁ କି ଲାଭ ପାଇଲୁ
କୁ ଭାଙ୍ଗିଲୁ କି ଲାଭ ପାଇଲୁ
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ….
ତୁ ଭଣ୍ଡେଇ କାଇଁ ଠକି ଦେଲୁ….
ଅମିତିକା ଛଳନା କାହିଁ କଲୁ ତୁ
ଅମିତିକା ବହାନା କାହିଁ କଲୁ ତୁ
ଲୁହ ଦେଇ କଷ୍ଟ ଦେଇ ଭୁଲି ଗଲୁ ତୁ……
ମନ
କୁ ଭାଙ୍ଗିଲୁ କି ଲାଭ ପାଇଲୁ
କୁ ଭାଙ୍ଗିଲୁ କି ଲାଭ ପାଇଲୁ
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ
ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ……
ଯୋଗ୍ୟ ନୁହେ ତୋ ପାଇଁ ମୁଁ ତୁ ଜାଣି ଥିଲୁ
କାହିଁ କି ଭରସା କହ ମତେ
ଲୋ ଦେଲୁ
ଲୋ ଦେଲୁ
ହୋଓ…..
ଭାବିଥିଲି
ଆକାଶ ରୁ ତୋଳିବି ଚାନ୍ଦ
ଆକାଶ ରୁ ତୋଳିବି ଚାନ୍ଦ
ତୋ
ମିଛ ପ୍ରେମ ରେ ପଡି ଥିଲି ମୁଁ ଅନ୍ଧ
ମିଛ ପ୍ରେମ ରେ ପଡି ଥିଲି ମୁଁ ଅନ୍ଧ
ପାଗଲ ଏ ମନ ଝୁରେ ଖାଲି ତତେ
ଜଣେନା
କୀ ଧୋକା ଦେଲୁ ମତେ
କୀ ଧୋକା ଦେଲୁ ମତେ
ତୋ ପାଇଂ ସବୁ ଛାଡିଲି ପର କଲୁ ତୁ ……
ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ
ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ……
ଥିଲା ଆସା ଅଶୁମାରୀ ଭାଙ୍ଗିଲୁ ସବୁ
କେତେ
କଥା କେତେ ରାତି ଭୁଲିବୁ ତୁ
କଥା କେତେ ରାତି ଭୁଲିବୁ ତୁ
ମୋ ପ୍ରେମକୁ କଂଳକିତ କରିଲୁ ସିନା
କାହାକୁ
କହିବି କଷ୍ଟ ଦିଏ ଭାବନା
କହିବି କଷ୍ଟ ଦିଏ ଭାବନା
କେଉଁ ସୁଖ ପାଇଁ ବାଟ ଭାଙ୍ଗି ଗଲୁ
କାହିଁ ମୋ ସାଥେ
ପ୍ରତାରଣା କଲୁ
ପ୍ରତାରଣା କଲୁ
ଗଢି ବାକୁ କଥା ଦେଇ ଭାଙ୍ଗି ଦେଲୁ ତୁ……
ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ…..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ………