Mana Ku Bhangilu New Odia Song Lyrics – AllOdiaSongs.Com

Mana Ku Bhangilu New Odia Song Lyrics

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ 
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମନ
କୁ ଭାଙ୍ଗିଲୁ କି ଲାଭ ପାଇଲୁ
  
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ….

ଅମିତିକା ଛଳନା କାହିଁ କଲୁ ତୁ 
ଅମିତିକା ବହାନା କାହିଁ କଲୁ ତୁ 

ଲୁହ ଦେଇ କଷ୍ଟ ଦେଇ ଭୁଲି ଗଲୁ ତୁ……
ମନ
କୁ ଭାଙ୍ଗିଲୁ କି ଲାଭ ପାଇଲୁ
  
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ……

ଯୋଗ୍ୟ ନୁହେ ତୋ ପାଇଁ ମୁଁ ତୁ ଜାଣି ଥିଲୁ
କାହିଁ କି ଭରସା କହ ମତେ
ଲୋ ଦେଲୁ
ହୋଓ…..
ଭାବିଥିଲି
ଆକାଶ ରୁ ତୋଳିବି ଚାନ୍ଦ
 
ତୋ
ମିଛ ପ୍ରେମ ରେ ପଡି ଥିଲି ମୁଁ ଅନ୍ଧ

ପାଗଲ ଏ ମନ ଝୁରେ ଖାଲି ତତେ
ଜଣେନା
କୀ ଧୋକା ଦେଲୁ ମତେ

ତୋ ପାଇଂ ସବୁ ଛାଡିଲି ପର କଲୁ ତୁ ……

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ……

ଥିଲା ଆସା ଅଶୁମାରୀ ଭାଙ୍ଗିଲୁ ସବୁ
କେତେ
କଥା କେତେ ରାତି ଭୁଲିବୁ ତୁ
 
ମୋ ପ୍ରେମକୁ କଂଳକିତ କରିଲୁ ସିନା
କାହାକୁ
କହିବି କଷ୍ଟ ଦିଏ ଭାବନା
 

କେଉଁ ସୁଖ ପାଇଁ ବାଟ ଭାଙ୍ଗି ଗଲୁ
କାହିଁ ମୋ ସାଥେ
ପ୍ରତାରଣା କଲୁ
 

ଗଢି ବାକୁ କଥା ଦେଇ ଭାଙ୍ଗି ଦେଲୁ ତୁ……

ମନ କୁ ଭାଙ୍ଗିଲୁ କି ଲାଭ ପାଇଲୁ  
ମତେ
ତୁ ଭଣ୍ଡେଇ କାଇଁ ଠକି ଦେଲୁ..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ…..
ମତେ ତୁ ଭଣ୍ଡେଇ କାଇଁ ଠକି ଦେଲୁ………

Leave a Reply

Your email address will not be published. Required fields are marked *