Friday, April 12, 2019

Bhanga Hrudaya Female Version By Amrita Nayak


Bhanga Hrudaya Female Version By Amrita Nayak Coming Very Soon


Song - Bhanga Hrudaya
Singer - Amrita Nayak
Lyrics - Nilu
Producer - Abhijeet Hati
Poster Design - Rahul
Production - CS Music Production


Bhanga Hrudaya Humane Sagar New Song Lyrics

ହୋ ଓ ହୋ ଓ ...

ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..

ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ.....

ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ...

ଓ ସାଥୀ ରେ ଜଳେ ନିଆଁ ରେ (୨)
ତୋ ପାଇଁ ଆଜି ମୁଁ.....

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ......

କଣ୍ଢେଇ ଭାବୀ ତୁ ଖେଲିଲୁ ମୋ ସାଥେ ମୁଁ ଜାଣି ପରିଲିନୀ
ତୋ ସାଥିରେ ମୁ ବାଟ ଚାଲୁ ଚାଲୁ ବାଟ ବଣା ହେଇ ଗଲି 
କି ଦିନ କି ରାତି କି ଖରା କି ତାତି ସବୁ ଥିରେ ତୋ ସ୍ମୁତୀ
କେମିତି ଭୁଲିଲୁ ସାଥୀ ତୁ କହେରେ ଦେଇ ମତେ ପ୍ରତିସୃତି

ହେଇ ଗଲୁ ରେ ବେଇମାନ ରେ (୨)
କେମିତି କହ ତୁ ....

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ....

ତୋ ମନ ରା ରାଣୀ କରି ଥିଲୁ ମତେ ହୃଦୟ ରେ ଜାଗା ଦେଇ
ଅମିତି ଭାଙ୍ଗିଲୁ ହୃଦୟ କୁ ମୋର ପାରୁନି ରେ ମୁଁ ଯୋଡି
ଭାଙ୍ଗା ହୃଦୟ ରେ କେମିତି ବଞ୍ଚିବୀ ତୋ ଠାରୁ ଅଲଗା ହେଇ
ମରିବାକୁ ଇଛା ହଉଚି ହେଲେ ରେ ମୁଁ ମରି ପାରୁ ନାହିଁ 

ଓ ସାଥୀ ରେ ଜାଣି ଗଲୀ ରେ (୨)
ହୃଦୟ ହୀନ ତୁ ......

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ....
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..


ହୋ ହୋ ଓ ଓ ....







*Related Tags :: #Bhanga Hrudaya, #Humane Sagar Hits, #Amrita Nayak Hits, #CS Music Productions All Song, #Tu Jemiti Bhangi Delu Mo Hrudaya, #All Odia Songs, #Female Version Song, #Humane Sagar New Songs.

No comments:

Post a Comment