Tuesday, April 2, 2019

Atakila Niswas-Mun Bhabithili Tate Nijara Lyrics- AllOdiaSongs.Com


Atakila Niswas-Mun Bhabithili Tate Nijara Lyrics

ମୁଁ ଭାବୀ ଥିଲି ତତେ ନିଜର ଲୋ
କରି ଦେଲୁ ସାତ ପର ତୁ କରି ଦେଲୁ ସାତ ପର ......

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......1

ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ
ମୋ ହସ ହେଲା ଲୋ ତୋ ପାଇଁ ଆଜି ଶେଷ
ଅଟକି ଗଲା ତୋ ପାଇଁ ମୋ ନିଶ୍ୱାସ

ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି
ଜୀବନ ରୁ ଗଲୁ ଚାଲି କେମିତି ଲୋ ଗଲୁ ଭୁଲି

ପ୍ରେମ କୁ ମୋର  ପ୍ରେମ କୁ ମୋର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......2

ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ
ହୋ ଓ..
ବଡ ବେଦରଦୀ ତୁ ଲୋ ବଡ ବେଇମାନୀ
ତୋର ମିଠା ଛଳନାକୁ ବୁଝି ପାରିଲିନୀ

ମୋ ପ୍ରେମ କୁ ଭାବୀ ଲୁ ତୁ ଅତେ ମୁଲ୍ୟ ହୀନ
ନିର୍ଦୟ ହେଲୁ ତୁ ମତେ କଲୁ ହିନୀମାନ

କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 
କେମିତି ଲୋ ଦେଲୁ ଠକି 
ଲୁହ ରେ ଭିଜିଲା ଆଖି 

ହେଲୁ ପଥର ତୁ ହେଲୁ ପଥର 

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......3

ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ
ହାଏ...
ତୋ ମନ ରେ ଥିଲା ବିସ ଜାଣି ପାରିଲିନି
ଜିଇଥିବା ଜାଏ ତତେ ଭଲ ପାଇବିନୀ

ସ୍ବାର୍ଥ ପର ତୋ ହୃଦୟ ଦୁଖ ଦେଇ ଜାଣେ
ମୁ ଯେମିତି କାନ୍ଦିଚୀ ଲୋ ତୁ କାନ୍ଦିବୁ ଦିନେ

ଛାତିକୁ ମୋ ଦେଲୁ ଚିରି
ହୃଦୟ ହୀନା ଟେ ପରି
ଛାତିକୁ ମୋ ଦେଲୁ ଚିରି 
ହୃଦୟ ହୀନ ଟେ ପରି

ହେଲୁ ନିଷ୍ଟୁର ତୁ ହେଲୁ ହେଲୁ ନିଷ୍ଟୁର

ମୁଁ ଭାବୀ ଥିଲି ତତେ ନିଜର 
ତୁ କଲୁ ମତେ ସାତ ପର
ମୋ ଜୀବନ ଠୁ ଅଧିକ ହେଲା ଲୋ
ତୋ ପାଇଁ ତୋ ସିନ୍ଦୁର.......4

ଆ.....ଆ.........
ତୋ ପାଇଁ ତୋ ସିନ୍ଦୁର.........................


Related Tags - Atikila Niswas Humane Sagar New Song,Mun Bhabithili Tate Nijara New Odia Song,Odia Sad Romantic Song,Humane Sagar New Song.

No comments:

Post a Comment