Nachibi Mu Jou Dina To Bahaghara Re Lyrics – AllOdiaSongs.Com

Nachibi Mu Jou Dina To Bahaghara Re Lyrics
 

ଭାବୁଚୁ କି ପ୍ରିୟା ଅଛି ମୁ ଦୁଖଃ ରେ 
ସାରା ରାତି ଚେଈଂ ଭିଜୁଚୀ ଲୁହ ରେ
ତୁ ବୁଝିବୁ ମୁ ଅଛି କେତେ ଖୁସି ରେ..


ନାଚିବି ମୁ ଯୋଉଦିନ ତୋ ବାହାଘର ରେ


ସିଂଦୁର ଅଳତା କୁକୁଂମ ରେ ପ୍ରିୟା
ଦିସୁ ଥିବୁ ନାଲି ନାଲି 
ଦିସୁ ଥିବୁ ନାଲି ନାଲି 
ଓ…..
ଛାତିରେ ଚାପି ମୁ ଅସରା କୋହ କୁ
ହସୁ ଥିବି ଖିଲୀ ଖିଲୀ 
ହସୁ ଥିବି ଖିଲୀ ଖିଲୀ 

ତୁ ବୁଝି ଜିବୁ ମୁ ଅଛି କେତେ ଭଲ ରେ


ନାଚିବି ମୁ ଯୋଉଦିନ ତୋ ବାହାଘର ରେ..
ନାଚିବି ମୁ ଯୋଉଦିନ ତୋ ବାହାଘର ରେ…
ନାଚିବି ମୁ ଯୋଉଦିନ ତୋ ବାହାଘର ରେ…..



ତୋ ବାହା ବେଦୀରେ ଆଉ କାହା ହାତରେ
ପଡିବ ତୋ ହାତ ଗଣ୍ଠୀ
ପଡିବ ତୋ ହାତ ଗଣ୍ଠୀ
ଦେଖୁଥିବି ହେଲେ ପାଦ ତଳୁ ମୋର 
ଖାସୀ ପଡୁ ଥିବା ମାଟି
ଖାସୀ ପଡୁ ଥିବା ମାଟି


ତୁ ବୁଝି ଜିବୁ ମୁ ଅଛି କେତେ ଶାନ୍ତିରେ.


ନାଚିବି ମୁ ଯୋଉଦିନ ତୋ ବାହାଘର ରେ..
ନାଚିବି ମୁ ଯୋଉଦିନ ତୋ ବାହାଘର ରେ…
ନାଚିବି ମୁ ଯୋଉଦିନ ତୋ ବାହାଘର ରେ……….

ଭଲ ଲାଗିଲେ  SHARE କରନ୍ତୁ 
ଅଲ୍ଓଡ଼ିଆସଗଂସ୍ ଡଟ୍ କମ୍….

Leave a Reply

Your email address will not be published. Required fields are marked *