Saturday, March 30, 2019

Hai Re Mun Galani Mari Odia Song Lyrics

allodiasongs.com

Hai Re Mun Galani Mari  Odia Song Lyrics 

M - ତୁ ମତେ କିଛି କହିନୁ
      ମୁ ତତେ କିଛି  କହିନି
F-  ତୁ ମତେ ଭଲ ଲାଗିଲୁ 
      ତତେ ଭଲ ଲାଗିଲି
M- ଏଇ ଭଲ ଲାଗିବା ଟା ବୋଧେ
      ମତେ ମାରି ସାରି ଲାଣୀ ଅଧେ

ଛୁଇଁ ଦେ ତୁ, ନିସ୍ବାଶ୍ ମୋ ଆସିବ ଫେରି 

    
M-ହାଏରେ ହାଏ ମୁ ଗଲାଣି ମରି(୨)
F- ହାଏରେ ହାଏ ମୁ ଗଲାଣି ମରି(୨)

M-କେମିତି ଏ ଆକର୍ଶ୍ଣଣ 

     ପାଣିରୁ ପବନ ଯାଏ
     ସବୁ ବେଳେ ଖୋଜୁ ଥାଏ 
     ଖାସ୍ କିଛି ନାହି କାରଣ 

F-କେମିତି ଏ ଆକର୍ଶ୍ଣଣ 

    ମାଟିରୁ ମହାକ ଜାଏ
    ମନ ଖାଲି ତତେ ଚାହଁ
    ମାନୁ ନାହି କିଛି ବାରଣ

M-ତୁ ମତେ ଟିକେ ଛୁଇଂଚୁ

     ମୁ ତତେ ଟିକେ ଛୁଇଂଚୁ
F- ତୁ ମତେ ଟିକେ ଛୁଇଂଲୁ
     ମୁ ତତେ ଟିକେ ଛୁଇଂଲି
M-ଏ ଟିକେ ଚାହଁବା ଟା ବୋଧେ
     ମତେ ମାରି ସାରି ଲାଣୀ ଅଧେ

 ଛୁଇ ଦେ ତୁ ନିସ୍ବାସ ମୋ ଆସିବ ଫେରି


M-ହାଏରେ ହାଏ ମୁ ଗଲାଣି ମରି(୨)

F- ହାଏରେ ହାଏ ମୁ ଗଲାଣି ମରି(୨)

M - ଓ......


F-କେମିତି ଅ ସବୁ ସ୍ବପ୍ନ  

    ରାତିରୁ ସାକାଳ ଜାଏ
    ତୋ ସାଥିରେ ବୁଲୁ ଥାଏ
    ଖୋଜି ହୁଏ ପ୍ରେମ ତୋ ରାଣ

M-କେମିତି ଏ ମିଠା ମନ

     ସଂଜ ରୁ ସକାଳ ଜାଏ
     ମୋ ଛାତିରେ ଲୁଚି ଥାଏ
     ବୁଝେ ନାହି କିଛି କାରଣ

F-ତୁ ମତେ ମନ ଦେଇନୁ

   ମୁ ତତେ ମନ ଦେଇନୀ
   ତୁ ମତେ ଟିକେ ଭାବିଲୁ
   ମୁ ତତେ ଟିକେ ଭାବିଲି

M-ଏଇ ଟିକେ ଭାବିବ ଟା ବୋଧେ 

     ମତେ ମାରୀ ସାରୀଲାଣି ଅଧେ

ଛୁଇଂ ଦେ ତୁ  ତୁ ନିସ୍ବସ୍ ମୋ ଆସିବ ଫେରି


F- ହାଏରେ ହାଏ ମୁ ଗଲାଣି ମରି(୨)

M-ହାଏରେ ହାଏ ମୁ ଗଲାଣି ମରି(୨)


ଭଲ ଲାଗିଲେ  SHARE କରନ୍ତୁ 
ଅଲ୍ଓଡ଼ିଆସଗଂସ୍ ଡଟ୍ କମ୍....


Related Tags- Haire hai mu galani mari ,biju babu movie songs,new odia movie,anubhav mohanty new movie,new song download.

No comments:

Post a Comment