Monday, April 22, 2019

April 22, 2019

Sukha Re Tha Lo Tu Dukha Re Rahuchi Mun Lyrics

Sukha Re Tha Lo Tu Dukha Re Rahuchi Mun Lyrics

ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 

କାହାର ହବୁନି ତୁ ..
ଭଲ ପାଇ ମତେ କଥା ଦେଇ ଥିଲୁ କାହାର ହବୁନି ତୁ 
କାହାର ହବୁନି ତୁ ....

କଥା ଦେଇ ପ୍ରିୟା କଥା ରଖି ଲୁନି
ବାହା ହେଇ ଯିବୁ ଲୋ ତୁ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ଆ ପ୍ରିୟା ତତେ ସଜେଇ ଦେବୀ ଲୋ 
ବଧୁ ବେସେ ଆଜି ମୁଁ 

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ..
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ....
ଦୁଖଃ ରେ ରହୁଚି ମୁଁ ........

ତୋ ଛଳନା କୁ ପ୍ରେମ ଭାବୀ ବିସ୍ୱାସ କଲି 
କଲୁ ଲୋ ତୁ ପ୍ରତାରଣା
ନିଜ ଠୁ ନିଜର ତତେ କାହିଁ ଭାବିଲି 
ଦେଲୁ ଲୋ ଖାଲି ଯନ୍ତ୍ରଣା
 
ଯନ୍ତ୍ରଣା ରେ ଛଟ ପଟ ହଉଚି ମନ 
ସହି ପାରୁନି ଲୋ ଜମା 
ବାଧୁଚୀ କହି ଦେବି ମନ ର କଥା 
କହି ପରୁନି ଲୋ ଜମା 

ମୋ ଆଖି ଲୁହ କୁ କଜଳ କରି 
ମୋ ଆଖି ଲୁହ କୁ କଜଳ କରି 
ଲଗେଇ ଦେ ଲୋ ତୁ

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ...
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ .....
ଦୁଖଃ ରେ ରହୁଚି ମୁଁ .........

ସି ସିନ୍ଦୁର ତୋର ଲାଗିଲା ପରେ 
ଭୁଲି ଯିବୁ ପଛ ଦିନ 
ଭୁଲି ପରିବିନୀ ତତେ ମୁ ଲୋ କେବେ 
ଝୁରୀବ ଲୋ ମୋ ମନ 

ହସ ଟିକେ ମାଗି ଥିଲି ତତେ ଲୋ ପ୍ରିୟା 
ଦେଲୁ ତୁ ଲୁହ ଶ୍ରାବଣ 
ଅଭିସାପ ଦବାକୁ ମୋ ମନ କହୁନି
ଖୁସୀ ରେ କଟୁ ତୋ ଦିନ 

ମୋ ଛାତିର ଲହୁ ରେ ଅଳତା କରି 
ମୋ ଛାତିର ଲହୁ ରେ ଅଳତା କରି 
ଲଗେଇ ଦେ ଲୋ ତୁ 

ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ ...
ସୁଖ ରେ ଥା ଲୋ ତୁ 
ଦୁଖଃ ରେ ରହୁଚି ମୁଁ..... 
ଦୁଖଃ ରେ ରହୁଚି ମୁଁ ............

Thursday, April 18, 2019

April 18, 2019

E Mana Mo Mana Lyrics - Humane Sagar New Song

E Mana Mo Mana Lyrics - Humane Sagar New Song

ହୋ ଓ ଓ .. ହୋ ଓ ଓ ..

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

କାଇଁ ଦିନରେ ଦେଖୁଚୁ ସୁନା ସପନ
ଏ ମନ ମୋ ମନ ରେ ମୋ ମନ
କାଇଁ ଉଁଆସେ ଖୋଜୁଚୁ ପୁନେଇ ଜହ୍ନଁ

ଫେରି ଗଲା ଯିଏ ଫେରି ବାକୁ ଆଉ
ଫେରି ଗଲା ଯିଏ ଫେରି ବାକୁ ଆଉ ନାହିଁ ତା ମନ

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

ଭାରୀ ସରଳିଆ ଭାରୀ ତୁ ନିରିହ
ଲୁଚି ଲୁଚି କାଇଁ ପିଉଚୁ ଲୁହ
ଭାରୀ ବେଇମାନୀ ଭାରୀ ସେ ନିର୍ଦୟ
ଭାଙ୍ଗି ଦେଇ ଗଲ ତୋ ହୃଦୟ

ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ
ଭୁଲି ଗଲା ଯିଏ ବୁଲି ଚାହିଁ ବାକୁ ନାହିଁ ତା ମନ

ଏ ମନ ମୋ ମନ.. ରେ ମୋ ମନ....
ଏ ମନ ମୋ ମନ.. ରେ ମୋ ମନ....

ହୋ ହୋ ଓ ଓ
ହୋ ହୋ ଓ ଓ

କାହିଁକି ଅତେ ତୁ ପାଉଚୁ ରେ ଭଲ
ସିଏ କି ବୁଝିବ ତୋ ପ୍ରେମ ର ମୂଲ
ହୋ
ସ୍ବାର୍ଥ ସାରି ଗଲେ କିଏ ବା କାହାର
ମଧୁଶାଳା ଏଠି ଏକା ମୁଁ ନିଜର

ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ଭୁଲିଜା ରେ ତାକୁ ସ୍ବାର୍ଥ ପର ସିଏ
ହୃଦୟ ହୀନ

ଏ ମନ ମୋ ମନ ରେ ମୋ ମନ
ଏ ମନ ମୋ ମନ ରେ ମୋ ମନ

ତୋ ମନ ତୋ ମନ..
ତୋ ମନ ତୋ ମନ....
ତୋ ମନ ତୋ ମନ......

Tuesday, April 16, 2019

April 16, 2019

Bhija Bhija Rasta Re Aaji To Bata Chahni Rahichi Lyrics

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି
ହୋ
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି

ଗଲୁ ଯୋଉ ବାଟରେ ଆ ଫେରି ସେ ବାଟରେ 
ଗଲୁ ଯୋଉ ବାଟରେ ଆ ଫେରି ସେ ବାଟରେ 

ତୁ ବୋଧେ ଜାଣିନୁ ତୋ ପାଇ ମୁଁ ଜିଇଁଚି

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି

ରାତିରେ ଆଖିରେ ସପନ୍ନେ ଆସୁଚୁ 
ସକାଳେ ସଂଜରେ ତୁ ମନେ ପଡୁଚୁ
ଗଲା ବେଳେ କାଇଁ କହିଲୁନି
ନୀ ରଗିଚୁ ନା ରୁଷିଚୁ

ଏକା ଏକା ଦରିଆ କୁଳେ ତୋ ବାଟ ଚାହିଁ ରହିଚି

ଅଛୁ କହ କୋଉଠି ଅଛୁ କହ କେମିତି
ଦେଖିଯା ଆସି ମୁଁ ହାରିଚୀ ନା ଜିତିଚି 

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି..
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି.......

ତୋ ବିନା କାହାଣୀ ଲେଖିଚୀ ଅଧୁରା
ତୋ ବିନା ଜୀବନ ଗୀତ ମୋ ବେସୁରା
ରାତି ଦିନ ଏଇ ଦି ଆଖିରେ ନାଚେ ତୋର ଚେହେରା 

ଧୁଆଁ ଧୁଆଁ ସଧ୍ୟାରେ ଆଜି ତୋ ବାଟ ଚାହଁ ରହିଚୀ
ଆସି ତୋର ବିରହ ଜାଳିଦିଏ ହୃଦୟ 

ତୋ କଥା ଆଜି ମୋ ଭାରୀ ମନେ ପଡୁଚୀ

ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି..
ଭିଜା ଭିଜା ରାସ୍ତା ରେ ଆଜି ତୋ ବାଟ ଚାହିଁ ରହିଚି........

Monday, April 15, 2019

April 15, 2019

Sona Sona Sona Re Mantu Chhuria & Asima Panda Lyrics

ତୋର ପଛେ ପଡି ଥିବେ କେତେ Handsome ଦେଖୁ ଥିବେ ତୋର୍ ସପନ୍
ହେଲେ ତୋର୍ Dream  King ମୁଈଂ ଜାଣି ଥାଲୋ ଜାନମ୍

ତୋର୍  ଲଗୀ ମୁଈଂ Crazy ସବୁ ବେଳେ ଲୋ Busy 
ତତେ ସୁନବାର୍ ଲାଗି ମୋର ଦିଲ୍ ର ଧଡକନ୍

ସୁନି ପକା ଥରେ Slowly ଧିରେ ଧିରେ
ଓଃ Baby ମୋର୍ ଲାଗୀ ବନେଇ ଦେମି ତତେ ମୋର୍

ସୋନା ସୋନା ସୋନାରେ ..
ସୋନା ସୋନା ସୋନାରେ ....
ସୋନା ସୋନା ସୋନାରେ ......

F- ତୋର୍ ପଛେ ପଡିଥିବେ କେତେ Item ତତେ ମାନୁ ଥିବେ ସଭେ ହମଦମ୍
ହେଲେ ତୋର୍ ହାସିନା ମୁଈଂ ହେମୀ ଜନମ୍ ଜନମ୍ 

ତତେ Follow  କରି କରି ହଁ ମୁଈଂ ଚୋରୀ ଚୋରୀ 
ଲଗେଇ ଦେମୀ ତୋର୍ ଦିଲ ଠି ମୋର Love ର୍ Item Bomb

Feelings ବୁଝିଝା ରେ ଟିକେ ମାନିଯା ରେ
 Baby ହ୍ଁ Baby
ବନେଇ ଦେ ମତେ ମୋର୍

ସୋନା ସୋନା ସୋନାରେ..
ସୋନା ସୋନା ସୋନାରେ....
ସୋନା ସୋନା ସୋନା........

 M- ମାନୁ ଛେ ଲଚ୍କି ଲଚ୍କି ଚାଲି ଦେସୁ ବେଳେ ଲାଗୁ ଥିସୁ ପୁରା ଗୁଡିଆ 
ହେଲେ ରାୱାଡି ଚାଲି ମୋର ହଟକେ ରେ ଜେନ୍ତା ମୁଈଂ ହେଇ ଚେନ୍ ତୋର୍ Fan
ହେଲେ ମୋର Simple ବାଲା ହସି ସବକୁ ଲଗସୀ ରେ ବଢିଆ 

ଟିକେ ନଜର୍ ଦେଇ ଦେଖ୍.
ଟିକେ ନଜର୍ ଦେଇ ଦେଖ୍..
ଟିକେ ନଜର୍ ଦେଇ ଦେଖ୍...
ଟିକେ ନଜର୍ ଦେଇ ଦେଖ୍....

ତୋର୍ ଦିଲ ଭିତାରେ ଯଦି ନାଈ ଉଡେଇ ଦେମୀ ମୋର୍ ପ୍ୟାର୍ ବାଲା ଚିଡିୟା

M- ତୋର୍ ସୁରତ୍ ଦେଖି କରି Heart Beat ଜୈସୀ ବଢି ଯାଇ ସିଲୋମୋର Love Temperature
ଏ ମୋର୍ ମନ ମୟୁରୀ ହଁ ହଁ ତୋର୍ ଲାଗୀ ହେଇ ଛେ ମତେଲୋ Love ଫେବର୍

F-ଓଏ Handsome ରାଜା Autograph ଦେଇ ଜା ଦେଇଦେ ଦିଲ ଠି ମୋର Love Signature
ଇସରା ଦେଇ କରି ବଢେଇ ଦେ ପ୍ରେମର ଗାଡି ଲଗେଇ କରି ହଁ Love ର ଗିୟର୍
Feelings ବୁଝିଝା ରେଟିକେ ମାନିଯା ରେ

ଓଏ Baby ହଁ Baby
ବନେଇ ଦେ ମତେ ତୋର୍

ସୋନା ସୋନା ସୋନାରେ..
ସୋନା ସୋନା ସୋନାରେ….
ସୋନା ସୋନା ସୋନା ........

F- ଥିବେ ତୋର୍ ପଛେ କେତେ ଦିୱାନୀ ତୋର୍ ସାଥେ ହେଲେ ମୁଈଂ ପଛେ ନାଈ ସାଙ୍ଗ ଥିମୀ 
ପ୍ୟାର ୱାଲା ରେସ୍ ଥିଏଟର୍ ସବକୁ ହେରେଇ କରି ତୋର୍ ସୋନା ମୁଈଂ ବନୀ ଜିମି
M-ତତେ Follow କରି କରି ସୁନ୍ ସୁନ୍ ମୋର୍ ପ୍ୟାରି ଦିଲ ଭିତର୍ କେ ତୋର୍ ପୁହୁନଚୀ ଜିମି 
Love କେ ମୋର ପାର୍କ କରି ସୁନେଇ କରି Love ସାୟେରୀ ତତେ ମୋର୍ ସୋନା ବନେଇ ଦେମୀ 

ସୁନି ପକା ଥରେ Slowly ଧିରେ ଧିରେ ଓ ବାବୁ ହଁ Baby ବନେଇ ଦେଲି ତତେ ମୋର 

ସୋନା ସୋନା ସୋନାରେ..
ସୋନା ସୋନା ସୋନାରେ....
ସୋନା ସୋନା ସୋନାରେ......

Sunday, April 14, 2019

April 14, 2019

Bhanga Hrudaya Female Version By Amrita Nayak Lyrics

Bhanga Hrudaya Female Version By Amrita Nayak 

Song - Bhanga Hrudaya
Singer - Amrita Nayak
Lyrics - Nilu
Producer - Abhijeet Hati
Poster Design - Rahul
Production - CS Music Production

Bhanga Hrudaya Humane Sagar New Song Lyrics

ହୋ ଓ ହୋ ଓ ...

ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..

ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ.....

ତୁ ଯେମିତି ଭାଙ୍ଗି ଦେଲୁ ମୋ ହୃଦୟ
ତୁ ସେମିତି ଭାଙ୍ଗି ଯିବୁ..
ତୁ ଯେମିତି ଜାଳି ଦେଲୁ ମୋ ମନ କୁ
ତୁ ସେମିତି ଜଳି ଯିବୁ...

ଓ ସାଥୀ ରେ ଜଳେ ନିଆଁ ରେ (୨)
ତୋ ପାଇଁ ଆଜି ମୁଁ.....

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ......

କଣ୍ଢେଇ ଭାବୀ ତୁ ଖେଲିଲୁ ମୋ ସାଥେ ମୁଁ ଜାଣି ପରିଲିନୀ
ତୋ ସାଥିରେ ମୁ ବାଟ ଚାଲୁ ଚାଲୁ ବାଟ ବଣା ହେଇ ଗଲି 
କି ଦିନ କି ରାତି କି ଖରା କି ତାତି ସବୁ ଥିରେ ତୋ ସ୍ମୁତୀ
କେମିତି ଭୁଲିଲୁ ସାଥୀ ତୁ କହେରେ ଦେଇ ମତେ ପ୍ରତିସୃତି

ହେଇ ଗଲୁ ରେ ବେଇମାନ ରେ (୨)
କେମିତି କହ ତୁ ....

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ....

ତୋ ମନ ରା ରାଣୀ କରି ଥିଲୁ ମତେ ହୃଦୟ ରେ ଜାଗା ଦେଇ
ଅମିତି ଭାଙ୍ଗିଲୁ ହୃଦୟ କୁ ମୋର ପାରୁନି ରେ ମୁଁ ଯୋଡି
ଭାଙ୍ଗା ହୃଦୟ ରେ କେମିତି ବଞ୍ଚିବୀ ତୋ ଠାରୁ ଅଲଗା ହେଇ
ମରିବାକୁ ଇଛା ହଉଚି ହେଲେ ରେ ମୁଁ ମରି ପାରୁ ନାହିଁ 

ଓ ସାଥୀ ରେ ଜାଣି ଗଲୀ ରେ (୨)
ହୃଦୟ ହୀନ ତୁ ......

ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ....
ମୁ ଯେମିତି କୁଆଁରୀ ରହି ଗଲୀ ତୁ ସେମିତି କୁଆଁରା ରହିଯିବୁ..

ହୋ ହୋ ଓ ଓ ....

*Related Tags :: #Bhanga Hrudaya, #Humane Sagar Hits, #Amrita Nayak Hits, #CS Music Productions All Song, #Tu Jemiti Bhangi Delu Mo Hrudaya, #All Odia Songs, #Female Version Song, #Humane Sagar New Songs.

Saturday, April 13, 2019

April 13, 2019

Pheri Aasa Tame Female Version By Asima Panda Lyrics

Pheri Aasa Tame Female Version By Asima Panda Lyrics

ତମେ ବି ସେ କାଚ ଆଇନା ପରି ହେଇ ଗଲଣି
ଯିଏ ବି ତମ ସାମନା କୁ ଆସିଲା ତୁମେ ତାର ହେଇ ଗଲ

ହମ୍ ହମମ୍ ହମମ୍......ହମ୍ ହମମ୍ ହମମ୍......

ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ସିଖେଇଲ ତଥାପି ବି ଅଧା ବାକି ରହିଚି
ହମମ୍
ତୁମ ପରିଚୟ ରେ ମୁଁ ଆଜି ବାଟ ଚାଲୁଚି
ସିଖେଇଲ ତଥାପି ବି ଅଧା ବାକି ରହିଚି

ଅଧା ଗଢା ହେଇ ତୁମ ବାଟ ଚାହିଁଚି

ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ......

ଅତେ ଭଲ ମଣିଷ ଟେ କାଇଁ ତୁମେ ହେଲ
ଜିଇଁ ବାର ପ୍ରତି ପାଦେ ସ୍ମତି ଢାଳି ଦେଲ
ହନମ୍
ଜୀବନ ର ଦୋ ଛକିରେ ଚାହଁଚି ମୁଁ ବସୀ
କେବ ତୁମ ସ୍ପଷ ପାଇ ଫେରିବ ମୋ ଖୁସି

ପାଦ ତଳୁ ଆଜି ମାଟି ଯାଉଚି ଖସି ଇ....

ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ......

ଦିଗ ହରା ପଖୀ ଟିକୁ କାଇଁ ଜାଗା ଦେଲ
କଥା ଦେଇ ଫେରିବାର ବାଟ ଭୁଲି ଗଲ
ହୋ....
ଯୋଉ ଡାଳ ଧରେ ଆଜି ଡାଳ ଭାଙ୍ଗି ଯାଏ
ଯୋଉ ବାଟେ ପାଦ ଦେଲେ ପାଦ ଥକୀ ଯାଏ

ଆଖି ପାହାନ୍ତା ରୁ ସ୍ୱପ୍ନ ଦୁରେଇ ଯାଏ

ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ.........

Friday, April 12, 2019

April 12, 2019

Bhanga Hrudaya Female Version By Amrita Nayak

Bhanga Hrudaya Female Version By Amrita Nayak Coming Very Soon